Daily Archives

August 25, 2018

ରେଳଯାତ୍ରୀ ଦୟାକରି ଧ୍ୟାନ ଦିଅନ୍ତୁ ! ସେପ୍ଟେମ୍ବରରୁ ବନ୍ଦ ହୋଇଯିବ ମାଗଣାରେ ମିଳୁଥିବା ଏହି ରେଳ ସେବା

ଭାରତୀୟ ରେଳବାଇ ସେପ୍ଟେମ୍ବର ୧ରୁ ଅନଲାଇନ ଟିକେଟ୍ ବୁକ୍ କରୁଥିବା ଲୋକଙ୍କ ପାଇଁ ବଡ଼ ପରିବର୍ତ୍ତନ କରିବାକୁ ଯାଉଛି । ଆସନ୍ତା ମାସରେ ରେଳବାଇ ମାଗଣାରେ ମିଳୁଥିବା ଏକ ସେବା ବନ୍ଦ କରିଦେବ । ପ୍ରକୃତରେ ଯେତେବେଳେ ବି ଆପଣ ଭାରତୀୟ ରେଳବାଇର ଅନଲାଇନ ପ୍ଲାଟଫର୍ମ irctc.co.in  ରୁ କୈାଣସି…

ରାଜଧାନୀରେ ରକ୍ତଛିଟା : ଭୁବନେଶ୍ୱର ଏକ ନମ୍ବର ପ୍ଲାଟଫର୍ମରୁ ମିଳିଲା ଅବସରପ୍ରାପ୍ତ ଡାକ୍ତରଙ୍କ ମୃତଦେହ

କନକ ବ୍ୟୁରୋ : ରାଜଧାନୀ ରେଳଷ୍ଟେସନରୁ ମିଳିଲା ଡାକ୍ତରଙ୍କ ମୃତଦେହ । ଭୁବନେଶ୍ୱର ୧ ନମ୍ବର ପ୍ଲାଟଫର୍ମରୁ ଅବସରପ୍ରାପ୍ତ ଶିଶୁ ବିଶେଷଜ୍ଞ ଡାକ୍ତର ରବୀନ୍ଦ୍ରନାଥ ରଥଙ୍କ ମୃତଦେହ ମିଳିଛି । ଟ୍ରେନ୍ରୁ ଖସି ପଡ଼ି ରବୀନ୍ଦ୍ରଙ୍କ ମୃତ୍ୟୁ ହୋଇଥିବା ପୁଲିସ୍ ଅନୁମାନ କରୁଥିବା ବେଳେ ପରିବାର ଲୋକ…

ବଡଚଣା ବିଧାୟକଙ୍କର ଟିଟୋ ଲିଙ୍କ ନେଇ କଂଗ୍ରେସର ପ୍ରତିବାଦ : ଚଣ୍ଡିଖୋଲରେ ଧାରଣା ଦେଲେ କଂଗ୍ରେସ ନେତା

କନକ ବ୍ୟୁରୋ : ଗ୍ୟାଙ୍ଗଷ୍ଟର ଟିଟୋ ବିରୋଧରେ କଂଗ୍ରେସର ଗର୍ଜନ । ଟିଟୋର ପଲିଟାକାଲ୍ ଲିଙ୍କ୍ ଅଭିଯୋଗରେ ଯାଜପୁର ଚଣ୍ଡିଖୋଲ ଛକରେ ଗଣବିକ୍ଷୋଭ ପ୍ରଦର୍ଶନ କରିଛି ବଡଚଣା ବ୍ଲକ କଂଗ୍ରେସ କମିଟି । ମାଫିଆ ଡନ୍ର ରାଜନୈତିକ ପୃଷ୍ଠପୋଷକକୁ ତଦନ୍ତ ପରିସରଭୁକ୍ତ କରିବା ପାଇଁ କଂଗ୍ରେସ କର୍ମୀ ଦାବି…

ମଧ୍ୟାହ୍ନ ଭୋଜନ ପାଖରେ ବନ୍ଧା ପଡିଛି ଦୁଇ ଭାଇଙ୍କ ଶୈଶବ । ପରିବାର ମୁହଁରେ ଆହାର ପାଇଁ ଯାଉଛନ୍ତି ସ୍କୁଲ

କୁନି କୁନି କାନ୍ଧରେ ସଂପୂର୍ଣ୍ଣ ପରିବାରର ବୋଝ । ଆଉ ରାହା ଦେଖାଇବାକୁ ପାଖରେ ଜଣେ ହେଲେ ବି କେହି ବଡ ଲୋକ ନାହାନ୍ତି । କାରଣ ମାର୍ଗ ଦର୍ଶକ ଏବେ ଶଯ୍ୟାଶାୟୀ । ବାପା ରୋଗରେ ଆକ୍ରାନ୍ତ ହୋଇ ଦୀର୍ଘ ୧୮ ବର୍ଷ ହେଲା ବିଛଣାରେ ପଡି କଲବଲ ହେଉଛନ୍ତି ଆଉ ମାଆ ଜଣେ ମାନସିକ ରୋଗୀ । ସେ କଣ…

ୟୁପିର ଅଜବ ଭୋଟର ତାଲିକା : ବାଲିଆ ଦୁର୍ଗାବତୀଙ୍କ ଫଟୋରେ ଅଭିନେତ୍ରୀ ସନ୍ନି ଲିଓନିଙ୍କ ଫଟୋ, ପୂର୍ବ ୟୁପି ମନ୍ତ୍ରୀଙ୍କ…

କନକ ବ୍ୟୁରୋ : ୟୁପି ଭୋଟର ତାଲିକାରେ ଅଭିନେତ୍ରୀ ସନ୍ନି ଲିଓନିଙ୍କ ଫଟୋ । ଉତ୍ତର ପ୍ରଦେଶ ବାଲିଆରେ ଜାରି ହୋଇଥିବା ଏକ ଭୋଟର୍ ତାଲିକାରେ ଦୁର୍ଗାବତୀ ନାମକ ଜଣେ ମହିଳାଙ୍କ ଫଟୋ ସ୍ଥାନରେ ସନ୍ନି ଲିଓନିଙ୍କ ଫଟୋ ଦେଖିବାକୁ ମିଳିଛି । ବାଲିଆ ବିବେକାନନ୍ଦ କଲୋନିର ବାସିନ୍ଦା ହେଉଛନ୍ତି…

ଏଥର ମାର୍କେଟରେ ଜମିଲା ସ୍ୱଦେଶୀ ରାକ୍ଷୀର ଆସର : ଦେଶର ହିତକୁ ସାମନାରେ ରଖି ଚାଇନିଜ୍ ରାକ୍ଷୀକୁ ବାସନ୍ଦ କଲେ ଦୋକାନୀ

ଭାଇ-ଭଉଣୀର ପବିତ୍ର ସଂପର୍କର ପର୍ବ ରାକ୍ଷୀ ରବିବାର ଦିନ ଉତ୍ସାହପୂର୍ବକ ପାଳନ କରାଯିବ । ଗତ ବର୍ଷ ସ୍ୱଦେଶୀ ସଂଗ୍ରାମ ତଥା ମେକ୍ ଇନ୍ ଇଣ୍ଡିଆ ଭଳି ଅଭିଯାନ କାରଣରୁ ସାଧାରଣ ଲୋକ ଚାଇନିଜ୍ ରାକ୍ଷୀକୁ ବାସନ୍ଦ କରିଥିଲେ ଯାହା ଦ୍ୱାରା ଏଥର ଦୋକାନୀମାନେ ହିଁ ଚାଇନିଜ୍ ରାକ୍ଷୀ ଅର୍ଡର କରି…