Daily Archives

July 11, 2018

ଓଡିଆ ଫିଲ୍ମରେ ଟଙ୍କା ଲଗାଉଥିଲା ଗ୍ୟାଙ୍ଗଷ୍ଟର ଟିଟୋ ! ଏସଟିଏଫକୁ ମିଳିଲା ବଡ ସୁରାକ, ଫିଲ୍ମ ବିଶ୍ୱନାଥ ଉପରେ…

କନକ ବ୍ୟୁରୋ : ବହୁ ଓଡ଼ିଆ ଫିଲ୍ମରେ ଲାଗିଛି ଗ୍ୟାଙ୍ଗଷ୍ଟର ଟିଟୋର ଟଙ୍କା । ଜେରା ବେଳେ ଏଭଳି କିଛି ତଥ୍ୟ ଲାଗିଛି ଏସଟିଏଫ୍ ହାତରେ । କୁହାଯାଉଛି, ବିଶ୍ୱନାଥ ନାମରେ ନିର୍ମାଣ ହେଉଥିବା ଫିଲ୍ମରେ ଟିଟୋର ଟଙ୍କା ଲାଗିଛି । ଅବଶ୍ୟ ନିଜେ ପ୍ରଚ୍ଛଦ ପଟରେ ରହି ଜଣେ ସଂପର୍କୀୟ ଭାଇ ଜରିଆରେ ଟଙ୍କା…

ରାହୁଲ ଦେଲେ ଟାସ୍କ ! ନିର୍ବାଚନ ପାଇଁ କିଭଳି ଚାଲିଛି ପ୍ରସ୍ତୁତି , ସମୀକ୍ଷା କରି ତଥ୍ୟ ଦିଅ ।

୨୦୧୯ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛିି କଂଗ୍ରେସ । ଏନେଇ ସମସ୍ତ ପିିସିସି ସଭାପତି ଏବଂ ଏଆଇସିସିର ସାଧାରଣ ସମ୍ପାଦକଙ୍କୁ ନିର୍ବାଚନୀ ଟାସ୍କ ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ସମସ୍ତ ଲୋକସଭା ମଣ୍ଡଳିର ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେିଛନ୍ତି କଂଗ୍ରେସ ହାଇ କମାଣ୍ଡ ରାହୁଲ ।…

ଟ୍ରାଫିକ ନିୟମ ଭାଙ୍ଗିଲେ ପଛରେ ଗୋଡାଇ ଗୋଡାଇ ଧରୁଛନ୍ତି ଯମରାଜ ! ସଡକ ସୁରକ୍ଷାକୁ ନେଇ ବିରେଶ ଦେଉଛନ୍ତି ନିଆରା…

ସଡକ ଦୁର୍ଘଟଣା ଦିନକୁ ଦିନ ବଢିବାରେ ଲାଗିଛି । ଅନ୍ୟ ରାଜ୍ୟ ଅପେକ୍ଷା ଓଡିଶାରେ ଏହାର ପ୍ରଭାବ ଅଧିକ ରହିଛି । ସଡକ ଦୁର୍ଘଟଣା କମ କରିବା ଲାଗି ପ୍ରଶାସନ ତରଫରୁ ଅନେକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲେ ମଧ୍ୟ ଏହାର କୌଣସି ସୁଫଳ ଦେଖିବାକୁ ମିଳିପାରି ନାହିଁ । ଓଡିଶାକୁ ବାଦ ଦେଲେ ସଡକ…

ଅନ୍ଧାର ଗୁମ୍ଫାରେ ୧୭ ଦିନ ଧରି କଣ ଖାଉଥିଲେ ଏହି କୁନି ଫୁଟବଲ ଖେଳାଳୀ ! ଜାଣନ୍ତୁ କାଳ ଗୁମ୍ଫାରେ କେମିତି କଟୁଥିଲା…

ଦୀର୍ଘ ୧୭ ଦିନ ଧରି କାଳ ଗୁମ୍ଫାରେ ଫସି ରହିବା ପରେ ମଙ୍ଗଳବାର ଦିନ ଥାଇଲାଣ୍ଡର ଗୁମ୍ଫାରୁ ସମସ୍ତ ଫୁଟବଲ ଖେଳାଳୀଙ୍କୁ ଉଦ୍ଧାର କରାଯାଇଥିଲା । ରେସକ୍ୟୁ ଟିମକୁ ମିଳିଥିଲା ବଡ ସଫଳତା । କୋଚଙ୍କ ସମେତ ସମସ୍ତ ୧୨ ଜଣ କୁନି ଫୁଟବଲ ଖେଳାଳୀ ଗୁମ୍ଫାରୁ ସୁରକ୍ଷିତ ଭାବରେ ବାହାରକୁ ଆସିଥିଲେ ।…

ଓଡିଶାରୁ ବନ୍ଦ ହେବ ୨ଟି କେନ୍ଦ୍ରୀୟ ମୁଦ୍ରଣାଳୟ । ନବୀକରଣ ପରିବର୍ତ୍ତେ ଘରୋଇ କମ୍ପାନୀକୁ ଫାଇଦା ଦେବାକୁ ମସୁଧା

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ନିଷ୍ପତି କ୍ରମେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଥିବା ଦୁଇଟି କେନ୍ଦ୍ରୀୟ ଛାପାଖାନା ବନ୍ଦ ହେବାକୁ ଯାଉଛି । କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ଏଭଳି ଛାପାଖାନାଗୁଡ଼ିକୁ ନବୀକରଣ କରାନଯାଇ ସଂପୂର୍ଣ୍ଣ ରୂପେ ବନ୍ଦ କରାଯାଉଥିବାରୁ ସାଧାରଣରେ…

ବିଶ୍ୱର ସବୁଠୁ ବଡ ଅର୍ଥବ୍ୟବସ୍ଥା ତାଲିକାରେ ୬ଷ୍ଠ ସ୍ଥାନରେ ପହଞ୍ଚିଲା ଭାରତ, ଫ୍ରାନ୍ସକୁ ପକାଇଲା ପଛରେ

କନକ ବ୍ୟୁରୋ : ଅର୍ଥନୈତିକ କ୍ଷେତ୍ରରେ ଭାରତ ବିଶ୍ୱର ଷଷ୍ଠ ସର୍ବବୃହତ ଦେଶ । ବିଶ୍ୱବ୍ୟାଙ୍କ ପକ୍ଷରୁ ପ୍ରକାଶ ପାଇଥିବା ସର୍ଭେ ରିପୋର୍ଟରୁ ଏହା ଜଣାପଡିଛି । ୨୦୧୭ ଭିତରେ ଭାରତ ବିଶ୍ୱର ଷଷ୍ଠ ଅର୍ଥନୈତିକ ବିକାଶଶୀଳ ଦେଶ ଭାବେ ଉଭା ହୋଇଛି । ଏ କ୍ଷେତ୍ରରେ ଭାରତ ଫ୍ରାନ୍ସକୁ ପଛରେ ପକାଇଛି ।…