Daily Archives

July 11, 2018

କଂଗ୍ରେସ ଦୁର୍ଗରୁ ଇଟା ଖସିଲା ! ଇସ୍ତଫା ଦେଲେ ପୂର୍ବତନ କଂଗ୍ରେସ ବିଧାୟକ ଦୁଷ୍ମନ୍ତ ନାୟକ, ବିଜେଡିରେ ମିଶିବା ନେଇ…

କଂଗ୍ରେସର ହାତ ଛାଡିଲେ ଭାବାନୀପାଟଣାର ପୂର୍ବତନ କଂଗ୍ରେସ ବିଧାୟକ ଦୁଷ୍ମନ୍ତ ନାୟକ । ପୂର୍ବରୁ ବାରମ୍ବାର ଦଳ ତାଙ୍କ ପ୍ରତି ଅନ୍ୟାୟ କାରୁଥିବା କହିଥିଲେ ଦୁଷ୍ମନ୍ତ । ଦଳ ମଧ୍ୟରୁ ଧୋକାର ଶିକାର ହୋଇଥିବା ମଧ୍ୟ ଅଭିଯୋଗ କରିଥିଲେ ପୂର୍ବତନ କଂଗ୍ରେସ ବିଧାୟକ ଦୁଷ୍ମନ୍ତ । ଏଥିପାଇଁ ଏଭଳି ଚରମ…

ହାତୀଶୂନ୍ୟ ହୋଇଯିବ କି ଚନ୍ଦକା ? ଜାଣନ୍ତୁ ଚନ୍ଦକାରେ ଅଛନ୍ତି ଏବେ କେତେ ହାତୀ ।

କନକ ବ୍ୟୁରୋ : ଦିନେ ହାତୀଙ୍କ ପାଇଁ ଚଳଚଂଚଳ ଥିବା ଚନ୍ଦକା ଅଭୟାରଣ୍ୟ ଏବେ ହାତୀଶୂନ୍ୟ ହେବାର ଆଶଙ୍କା ଉପୁଜିଛି । ୨୦୧୦ ପର ଠାରୁ ଅଭୟାରଣ୍ୟରେ କ୍ରମାଗତ ଭାବେ ହାତୀ ସଂଖ୍ୟା ହ୍ରାସ ପାଉଥିବା ଜଣାପଡିଛି । ୱାଇଲ୍ଡ ଲାଇଫ ଓଡିଶା-୨୦୧୬ର ତଥ୍ୟ  କହୁଛି ହାତୀ ସଂଖ୍ୟା ହ୍ରାସ ପାଇଛି । ତେବେ…

ମାସେ ତଳେ ୧୦ ଆଉ ଏବେ ୩୫ ! ହୁ ହୁ ବଢୁଛି ବିଲାତି ଦର, କିଣିବାକୁ ଅମଙ୍ଗ ଗ୍ରାହକ, ଚିନ୍ତାରେ ଚାଷୀ ।

କନକ ବ୍ୟୁରୋ : ମାସେ ତଳେ ଯେଉଁ ଟମାଟୋ ୧୦ଟଙ୍କାରେ ମିଳୁଥିଲା ତାହା ଏବେ ୩୦ରୁ ୩୫ ଟଙ୍କା ଛୁଇଁଛି । ସମ୍ବଲପୁର ବଜାରରେ ହଠାତ୍ ବଢିଯାଇଛି ଟମାଟୋ ଦର । ଯାହା ମଧ୍ୟବିତଙ୍କ ପକେଟ୍ ଉପରେ ପ୍ରଭାବ ପକାଇଛି । ଏବେ ଟମାଟୋ କିଣିବା ପାଇଁ ଗ୍ରାହକ ଅମଙ୍ଗ ହେଉଥିବା ବେଳେ ଠିକ୍ ମାସେ ତଳେ ଟମାଟୋ…

ମୃତ୍ୟୁ ନୁହେଁ ଜୀବନ ଦେଉଛି ଏହି ବମ୍ ! ପରିବେଶକୁ ସବୁଜମୟ କରିବାରେ ସହାୟକ ହେଉଛି ବିଜ୍ ବମ୍ ।

ମଧ୍ୟପ୍ରଦେଶ ସଂଗମରମର ନଗରୀ ଜବଲପୁରରେ ପରିବେଶକୁ ସବୁଜମୟ କରିବା ପାଇଁ ବୈଜ୍ଞାନିକ ମାନେ ଏକ ନୂତନ ଜ୍ଞାନ କୌଶଳ ଉଦ୍ଭାବନ କରିଛନ୍ତି । ନୂତନ ଜ୍ଞାନ କୌଶଳକୁ ଆଧାର କରି ଜବଲପୁର ବାସୀ ଏକ ବମ ତିଆରି କରିଛନ୍ତି । ପୂର୍ବରୁ ଖାଲି ସ୍ତାନ ମାନଙ୍କରେ ଗଛ ରୋପଣ କରିବାକୁ ହେଲେ ପ୍ରଥମେ ଗାତ ଖୋଳି…

ଖୋଲିଲା କଂଗ୍ରେସ ସ୍କୁଲ, ପାଠ ପଢାଇଲେ ନେତା ! ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ କଂଗ୍ରେସର ଅସ୍ଥାୟୀ ସ୍କୁଲ ।

କନକ ବ୍ୟୁରୋ : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ସ୍କୁଲ ଖୋଲିଲା କଂଗ୍ରେସ । ଆସ୍ଥାୟୀ ବିଦ୍ୟାଳୟ ଖୋଲି ପିଲାଙ୍କୁ ପାଠ ପଢାଇଲେ କଂଗ୍ରେସ ନେତା । ମାଲକାନଗିରି ଜିଲ୍ଲାର ବିଚ୍ଛିନ୍ନାଂଚଳରେ ୨୦୦୦ ରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ଜାତିଗତ ଓ ଆୟ ପ୍ରମାଣପତ୍ର ନପାଇ ସ୍କୁଲରେ ଆଡମିଶନ୍ ନେଇ…

ରକ୍ତ ଜୁଡୁବୁଡୁ ଅବସ୍ଥାରେ ସାହାଯ୍ୟ ପାଇଁ ଚିତ୍କାର କରୁଥିଲେ ୩ ଯୁବକ, ସେଲଫି ନେବାରେ ବ୍ୟସ୍ତ ଥିଲେ ଲୋକେ । ଆଉ ତା…

ଦିନକୁ ଦିନ ମରିଯାଉଛି ମାନବିକତା । ଦେଶର ଯୁବଗୋଷ୍ଠୀଙ୍କୁ ସେଲଫି ନିଶା ଏତେ ଘାରିଛି ଯେ, ମଣିଷ ଜୀବନ ମଧ୍ୟ ଏମାନଙ୍କ ସେଲଫି ନିଶା ଆଗରେ ତୁଚ୍ଛ ହୋଇଯାଉଛି । ସେଲଫି ନିଶା ପାଇଁ ପ୍ରତିଦିନ କେଉଁଠି ନା କେଉଁଠି ମଣିଷର ଜୀବନ ଯାଉଥିବାର ଘଟଣା ସାମ୍ନାକୁ ଆସୁଛି । ଆଉ ଏଭଳି ଏକ ସମ୍ବେଦନଶୀଳ…