Daily Archives

July 7, 2018

ରଥଯାତ୍ରାକୁ ଆସି ପାରନ୍ତି ଏନଏସଜି କମାଣ୍ଡୋ ! ସ୍ଥିତି ସମୀକ୍ଷା କଲେ ପୋଲିସ ଡିଜି

କନକ ବ୍ୟୁରୋ : ରଥଯାତ୍ରା ପାଇଁ ସଜେଇ ହେଉଛି ପୁରୀ । ଚଳଚଞ୍ଚଳ ବଡ଼ଦାଣ୍ଟ । ଜୋରସୋରରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ରଥଯାତ୍ରାକୁ ଆଉ ମାତ୍ର ଦିନ କେଇଟା ବାକି । ଆସନ୍ତା ୧୪ ତାରିଖରେ ରତ୍ନବେଦୀ ଛାଡ଼ି ଜନ୍ମବେଦୀ ଅଭିମୁଖେ ବାହାରିବେ ଶ୍ରୀଜିଉ । ଭକ୍ତ ମାନେ ଅତି ପାଖରୁ ଦେଖି ପାରିବେ…

ପୁଣି ନିଜ ବୟାନକୁ ନେଇ ବିବାଦରେ ଫିଲିପାଇନ୍ସ ରାଷ୍ଟ୍ରପତି ! କହିଲେ ଭଗବାନଙ୍କ ଅସ୍ତିତ୍ୱ ପ୍ରମାଣ ହେଲେ ପଦରୁ ଦେବେ…

ନିଜ ବିବାଦୀୟ ବୟାନ କାରଣରୁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଫିଲିପାଇନ୍ସର ରାଷ୍ଟ୍ରପତି ରୋଡ୍ରିଗୋ ଦୁତର୍ତେ ନିଜର ପୁଣି ଏକ ବୟାନକୁ ନେଇ ବିବାଦ ଘେରରେ ଛନ୍ଦି ହୋଇପଡିଛନ୍ତି । ସେ କହିଛନ୍ତି ଯେ, ଯଦି କେହି ଭଗବାନଙ୍କ ଅସ୍ତିତ୍ୱକୁ ପ୍ରମାଣ କରିଦେବ ତେବେ ସେ ତାଙ୍କ ପଦରୁ ଇସ୍ତଫା ଦେଇଦେବେ ।…

ଚିକିତ୍ସା ପାଇଁ ଦିଲ୍ଲୀ ଯିବେ ପ୍ରଭାତ ବିଶ୍ୱାଳ ! ଏସସିବିରୁ ବାହାରିବା ପରେ ସ୍ୱାଗତ କଲେ ସମର୍ଥକ ।

ସର୍ତ୍ତମୂଳକ ଜାମିନରେ ମୁକୁଳିଥିବା କଟକ-ଚୌଦାର ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ନେଇ ଏବେ ବି ଚର୍ଚ୍ଚା ଜାରି ରହିଛି । ପ୍ରଭାତଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ଜଟିଳ ହୋଇପଡିବାରୁ ସେ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଥିଲେ । ହେଲେ ପ୍ରଭାତଙ୍କ ସ୍ୱାସ୍ଥ୍ୟବସ୍ଥାରେ କୌଣସି ପରିବର୍ତ୍ତନ ନହେବାରୁ…

ଭାରତର ବୀର ଯବାନ ବିକ୍ରମ ବତ୍ରା ସାଜିଥିଲେ ପାକିସ୍ତାନର ମୁଣ୍ଡବିନ୍ଧାର କାରଣ ! କିଛି ଏଭଳି ଭାବରେ ଲଢି ଦେଶ ପାଇଁ…

ଆଜିଠୁ ୧୯ ବର୍ଷ ପୂର୍ବେ ଭାରତୀୟ ସେନାର ଜଣେ ଯବାନ ନିଜ ସାଥୀ ଅଫିସରଙ୍କୁ ବଞ୍ଚାଇବାକୁ ଯାଇ ନିଜ ଜୀବନ ଦେଇଥିଲେ, ଯାହାଙ୍କର ନାମ ହେଉଛି କ୍ୟାପଟେନ୍ ବିକ୍ରମ ବତ୍ରା । ବିକ୍ରମ ବତ୍ରା କାରଗିଲ ଯୁଦ୍ଧରେ ଅଦ୍ଭୁତପୂର୍ଣ୍ଣ ବୀରତାର ପରିଚୟ ଦେଇ ସହିଦ ହୋଇଯାଇଥିଲେ । ଏହାପରେ ତାଙ୍କୁ ଭାରତର…

ରଥଯାତ୍ରା ପାଇଁ ସ୍ୱତନ୍ତ୍ର ଆପ୍ ! ରଥଯାତ୍ରାକୁ ସୁଗମ କରିବା ପାଇଁ ପୂର୍ବତଟ ରେଳପଥ ତରଫରୁ ଲଞ୍ଚ ହେଲା ନୂଆ ଆପ ।

ଚଳିତ ରଥଯାତ୍ରାକୁ କିଭଳି ସହଜ ଏବଂ ଶୃଙ୍ଖଳିତ ଭାବେ କରିହେବ ସେନେଇ ପୂର୍ବତଟ ରେଳପଥ ତରଫରୁ ଲଞ୍ଚ ହେଲା ସ୍ୱତନ୍ତ୍ର ଆପ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପୂର୍ବତଟ ରେଳପଥ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତି ଲଞ୍ଚହେଲା ଏହି ମୋବାଇଲ ଆପ । ମୋବାଇଲ ଆପଟିର ନାଁ ‘ଇକୋର ୟାତ୍ରା’…

ଶରଧାବାଲି ନାମକରଣ ପଛର ରହସ୍ୟ ! ଜାଣନ୍ତୁ, କାହା ନାମରେ ନାମିତ ହୋଇଛି ଶରଧାବାଲି ?

ସିଂହଦ୍ୱାରରୁ ତିନି ରଥ ଟଣାହୋଇ ଶରଧାବାଲିରେ ପହଁଚନ୍ତି । ଶରଧାବାଲିରୁ ଆଡପମଣ୍ଡପକୁ ବିଜେ ହୁଅନ୍ତି । ଏଇ ଶରଧାବାଲିକୁ ନେଇ ଭକ୍ତଙ୍କ ମନରେ ଅନେକ କୌତୁହଳ ।  ତ୍ରୟୋଦଶ ଶତାବ୍ଦୀରେ ପୁରୀର ଗଜପତି ଥିଲେ ଭାନୁଦେବ । ଆଉ ତାଙ୍କ ମହାରାଣୀଙ୍କ ନାମ ଥିଲା ଶ୍ରଦ୍ଧାଦେବୀ । ଆଜିର ଶରଧାବାଲିକୁ…