Daily Archives

July 7, 2018

ଶ୍ରୀମନ୍ଦିର ଅଣହିନ୍ଦୁ ପ୍ରବେଶ ନେଇ ମତ ରଖିଲେ ଶଙ୍କରାଚାର୍ଯ୍ୟ ! କହିଲେ, ଏହା ସନାତନ ଶାସ୍ତ୍ରୀୟ ମର୍ଯ୍ୟାଦା ଉଲଂଘନ ।

କନକ ବ୍ୟୁରୋ : ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଏବେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି । ମନ୍ଦିର ଭିତରକୁ ଅଣହିନ୍ଦୁ ପ୍ରବେଶ ପ୍ରସଙ୍ଗ ନେଇ ବି ଆରମ୍ଭ ହୋଇଛି ବିତର୍କ । ଏହାକୁ ନେଇ ଜଗଦଗୁରୁ ଶଙ୍କାରାଚାର୍ଯ୍ୟ ଓ ପୁରୀ ଗଜପତି ଦିବ୍ୟସିଂହଦେବ ନିଜ ମତ ରଖିସାରିଛନ୍ତି…

ଫିଲ୍ମ ଷ୍ଟାଇଲରେ ଲୁଟ୍ ! ଅନୁଗୁଳ ହରିମୌରି ଛକରେ ଥିବା ଇଣ୍ଡିଆନ୍ ବ୍ୟାଙ୍କରୁ ଲକ୍ଷାଧିକ ଟଙ୍କା ସୁନା ଗହଣା ଲୁଟି ନେଲେ…

କନକ ବ୍ୟୁରୋ : ଦିନ ଦ୍ୱିପ୍ରହରରେ ଅନୁଗୁଳରେ ବ୍ୟାଙ୍କ ଲୁଟ୍ । ଅନୁଗୁଳ ହରିମୌରି ଛକରେ ଥିବା ଇଣ୍ଡିଆନ୍ ବ୍ୟାଙ୍କ ଖୋଲୁ ଖୋଲୁ ଫିଲ୍ମ ଷ୍ଟାଇଲରେ ବନ୍ଧୁକ ମୁନରେ ଲୁଟ୍ କରିଛନ୍ତି ଲୁଟେରା । ସକାଳ ସାଢ଼େ ୧୦ଟାରେ ବ୍ୟାଙ୍କ ଖୋଲି ଶାଖା ପରିଚାଳକ , କର୍ମଚାରୀ ଓ କିଛି ଗ୍ରାହକ ବ୍ୟାଙ୍କରେ ପ୍ରବେଶ…

ଡାକ୍ତରଖାନା ପରିସରରେ ବିବାହ କଲେ ଯୁବକ ଓ ଯୁବତୀ : ସାକ୍ଷୀ ରହିଲେ ଡାକ୍ତର ଓ ମେଡ଼ିକାଲ କର୍ମଚାରୀ

କନକ ବ୍ୟୁରୋ : କଥାରେ ଅଛି ବିବାହ ସ୍ୱର୍ଗରେ ଠିକହୁଏ । କେତେବେଳେ କେଉଁଠି ବିବାହ ହେବ ତା’ର କିଛି ଠିକ ଠିକଣା ନଥାଏ । ଅଚାନକ ମଧ୍ୟ ବିବାହ ହୋଇଯାଏ । ଏପରି କିଛଇ ଗତକାଲି ଯାଜପୁର ରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହା ଦେଖିବାକୁ ମିଳିଛି । ତାହା ପୁଣି ଦିନରେ ନୁହେଁ ବରଂ ରାତି ଅଧରେ…

ରିଲିଜ୍ ହେଲା ଗୋଲ୍ଡ ସିନେମାର ପ୍ରଥମ ଗୀତ ! ବଙ୍ଗାଳୀ ଗେଟଅପରେ ଅକ୍ଷୟ ଏବଂ ମୌନୀଙ୍କ ରୋମାଣ୍ଟିକ୍ ଅନ୍ଦାଜ୍ ।  

ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ଗୋଲ୍ଡର ପ୍ରଥମ ଗୀତ ‘ନୈନୋ ନେ ବାନ୍ଧି’ ରିଲିଜ କରାଯାଇଛି । ଗୀତକୁ ଜି ମ୍ୟୁଜିକର ଅଫିସିଆଲ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ କରାଯାିଛି । ଗୀତରେ ଅକ୍ଷୟ କୁମାର ଏବଂ ମୌନୀ ରୟଙ୍କ ରୋମାନ୍ସ ଦେଖିବାକୁ ମିଳିଛି । ୨ ମିନିଟ ୩୮ ସେକେଣ୍ଡର ଏହି ଭିଡିଓ ଏବେ…

ପୂର୍ବତଟ ରେଳ ଭିତ୍ତିଭୂମି କ୍ଷେତ୍ରରେ ନୂଆ ଅଧ୍ୟାୟ ! ରଥଯାତ୍ରା ପାଇଁ ଭୁବନେଶ୍ୱର ନ୍ୟୁ ରେଳ ଷ୍ଟେସନ ସହ ବିଭିନ୍ନ…

ପୂର୍ବତଟ ରେଳ ଭିତ୍ତିଭୂମି ସଂରଚନା କ୍ଷେତ୍ରରେ ଯୋଡାହେଲା ଏକ ନୂତନ ଅଧ୍ୟାୟ । ରଥଯାତ୍ରା ପୂର୍ବରୁ ଶୁଭାରମ୍ଭ ହେଲା ନବ ନିର୍ମିତ ଭୁବନେଶ୍ୱର ନିଉ ରେଳ ଷ୍ଟେସନ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଲୋକାର୍ପିତ ହେଲା ବିଭିନ୍ନ ଲୋକାଭିମୂଖୀ ପ୍ରକଳ୍ପ । ଏହା ସହ…

ଜଗା ମାମୁଁ ଘରୁ ଆସିଲା ଫଳଭାର : କାକଟପୁର ପ୍ରାଚୀ କ୍ଷେତ୍ର ବିଶ୍ୱାମିତ୍ର ଆଶ୍ରମରୁ ଆସିଲା ବିଭିନ୍ନ ଫଳମୂଳର ଭାର

କନକ ବ୍ୟୁରୋ : ଆଉ କିଛି ଦିନ ପରେ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ଏଥିପାଇଁ ପବିତ୍ର ଧାମ ପୁରୀ ଚଳଚଞ୍ଚଳ । ହେଲେ ଜଗତର ନାଥ ଜଗନ୍ନାଥ ଏବେ ଅସୁସ୍ଥ । ୧୦୮ଗରାରେ ଗାଧୋଇବା ପରେ ମହାପ୍ରଭୁ ଏବେ ଅସୁସ୍ଥ । ମାନବୀୟ ଲୀଳାରେ ଚାଲିଛି ଶ୍ରୀଜୀଉଙ୍କ ଚିକିତ୍ସା । ଅଣସରପିଣ୍ଡିରେ ଚାଲିଛି ଗୁପ୍ତନୀତି…