Daily Archives

July 6, 2018

ଦିନକ ପରେ ଗୁମୁଡୁମାହା ଗୁଳିକାଣ୍ଡକୁ ପୁରିବ ଦୁଇ ବର୍ଷ : ଏଯାଏଁ ଚିହ୍ନଟ ହୋଇପାରିଲେନି ଅଭିଯୁକ୍ତ, ନ୍ୟାୟ ମାଗୁଛି…

କନକ ବ୍ୟୁରୋ : ଆଉ ମାତ୍ର ଦିନକ ପରେ କନ୍ଧମାଳ ଗୁମୁଡୁମାହା ଗୁଳିକାଣ୍ଡକୁ ପୁରିବାକୁ ଯାଉଛି ୨ବର୍ଷ । ଗୁଳିକାଣ୍ଡରେ ଜଣେ ୧୩ମାସର ଶିଶୁ,୩ଜଣ ମହିଳା ସମେତ ୫ଜଣଙ୍କ ଜୀବନ ଯାଇଥିଲା । ୭ଜଣ ଆହତ ମଧ୍ୟ ହୋଇଥିଲେ । ଏହା ପରେ ରାଜ୍ୟ ସରକାରଙ୍କୁ ବିରୋଧୀ ଘେରିଥିଲେ । ତାପରେ ବିକାଶଠାରୁ ବହୁ ଦୂରରେ…

ବିକାଶ ଆସିବ କୋଟିଆ ହସିବ : ଶିକ୍ଷା, ସ୍ୱାସ୍ଥ୍ୟସେବା ଯୋଗାଇବାକୁ ଜମି ଚିହ୍ନଟ କଲା ଜିଲ୍ଲା ପ୍ରଶାସନ, ଖୁବ ଶୀଘ୍ର…

କନକ ବ୍ୟୁରୋ : କୋଟିଆରେ ଆନ୍ଧ୍ରର ଅନୁପ୍ରବେଶ ଓ ଦାଦାଗିରିକୁ ନେଇ ତତ୍ପରତା ଦେଖାଇଛନ୍ତି ରାଜ୍ୟ ସରକାର । କୋଟିଆରେ ସ୍କୁଲ, ଥାନା, ୧୦ ଶଯ୍ୟା ବିଶିଷ୍ଟ ମେଡିକାଲ ଓ ଏକ ଟାୱାର ବସାଇବାକୁ ଜମି ଚିହ୍ନଟ କରିଛି ଜିଲ୍ଲା ପ୍ରଶାସନ । କୋରାପୁଟ ଉପଜିଲ୍ଳାପାଳ, ପଟାଙ୍ଗୀ ବିଡ଼ିଓ, ତହସିଲଦାର, ଆରଆଇ…

ଅନ୍ୟ ସ୍କୁଲରେ ପଢିବାକୁ ଟିସି ମାଗିବା ପଡିଲା ମହଙ୍ଗା ! ପ୍ରଧାନ ଶିକ୍ଷକ ଛାତ୍ରୀଙ୍କ ଟିସିରେ ଲେଖିଲେ ‘କଳିହୁଡି’

ସାଧାରଣତଃ ଗୋଟିଏ ସ୍କୁଲ ଛାଡି ଅନ୍ୟ ସ୍କୁଲରେ ଆଡମିଶନ କରିବା ପୂର୍ବରୁ ଛାତ୍ରଛାତ୍ରୀ ମାନଙ୍କୁ ଟିସି ଦିଆଯାଇଥାଏ । ଯେଉଁଥିରେ ପିଲାଟିର ସ୍ୱଭାବ ବାବଦରେ ଲେଖା ଯାଇଥାଏ । ଯାହା ଫଳରେ ଅନ୍ୟ ସ୍କୁଲରେ ଆଡମିଶନ କଲାବେଳେ ଛାତ୍ରଛାତ୍ରୀଙ୍କୁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡିନଥାଏ ।…

ମୁକୁଳା ନଦୀବନ୍ଧକୁ ବନ୍ୟା ଡର : ଆତଙ୍କିତ ହୋଇପଡିଛନ୍ତି କେନ୍ଦ୍ରାପଡା ଓ ଜଗତସିଂହପୁର ନଈକୁଳିଆ ଲୋକ

କନକ ବ୍ୟୁରୋ : ବନ୍ୟା ଆସିଲେ ସଚିବାଳୟରେ ଭାଲେଣି ପଡେ । ଏବେ ବର୍ଷା ରୁତୁ, ମୌସୁମୀ ବର୍ଷା ବନ୍ୟା ଆଣିପାରେ । ହେଲେ ବନ୍ୟା ମୁକାବିଲା ନେଇ ପ୍ରଶାସନିକ ଅବହେଳା ଲୋକଙ୍କୁ ଆତଙ୍କିତ କରିଛି । ଜଗତସିଂହପୁର ଜିଲ୍ଲାର ବହୁ ସ୍ଥାନରେ ନଦୀ ବନ୍ଧ ଦୁର୍ବଳ ରହିଛି । ସେହିପରି କେନ୍ଦ୍ରାପଡା ଜିଲ୍ଲାର…

ଆଜି ଦ୍ୱିତୀୟ ଟ୍ୱେଣ୍ଟି-୨୦ ! ସିରିଜ ଜିତିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ, ସେପଟେ ଇଂଲଣ୍ଡ ପାଇଁ କର ବା ମର ସ୍ଥିତି ।

ଇଂଲଣ୍ଡ ବିପକ୍ଷ ଟ୍ୱେଣ୍ଟି-୨୦ ଶୃଙ୍ଖଳାର ଦ୍ୱିତୀୟ ମ୍ୟାଚ୍ ଶୁକ୍ରବାର ଖେଳାଯିବ । ପ୍ରଥମ ମ୍ୟାଚ୍ ଭଳି ଏହା ମଧ୍ୟ ରାତି ୧୦ରୁ ଆରମ୍ଭ ହେବ । ମଙ୍ଗଳବାର ମାଞ୍ଚେଷ୍ଟରରେ ପ୍ରାଧାନ୍ୟ ବିସ୍ତାର କରିଥିବା ଭାରତୀୟ ଦଳ ଆଗୁଆ ଶୃଙ୍ଖଳା ବିଜୟ ଲକ୍ଷ୍ୟରେ ରହିଛି । ସ୍ପିନ୍ ମୁକାବିଲା ସମସ୍ୟାରେ…

ପରିବାର ପାଇଁ ବରଦାନ ସାଜିଲା ସୋଶିଆଲ ମିଡିଆ : ୧୩ ବର୍ଷ ପରେ ଘରକୁ ଫେରିଲା ହଜିଯାଇଥିବା ପୁଅ

ଦିନକୁ ଦିନ ସୋଶିଆଲ ମିଡିଆର ବ୍ୟବହାର ବଢ଼ି ବଢ଼ି ଯାଉଛି । ଏହି ମଧ୍ୟରେ ସୋଶିଆଲ ମିଡିଆ ହଜିଯାଇଥିବା ଲୋକଙ୍କୁ ଫେରାଇ ଆଣିବାର କାମ କରୁଛି । ରାଜସ୍ଥାନର ସିକରର ଏମିତି ଏକ ମାମଲା ସାମନାକୁ ଆସିଛି । ଏତେ ଦିନ ପରେ ପୁଅକୁ ଦେଖି ମାଁର ଆଖି ଛଳ ଛଳ ହୋଇଗଲା । ଫେସବୁକ୍ ଏକ ପରିବାରକୁ ତାଙ୍କ…