Daily Archives

July 3, 2018

ପୁଣି ସକ୍ରିୟ ହେଲା ସିବିଆଇ : ଅଫିସରଙ୍କ ଠାରୁ ଆରମ୍ଭ କରି ନେତାଙ୍କ ପାଖରେ ପହଞ୍ଚିଲା ତଦନ୍ତ

କନକ ବ୍ୟୁରୋ : ଦୀର୍ଘଦିନର ନୀରବତା ପରେ ଓଡିଶାକୁ ପୁଣି ଫେରିଛି ସିବିଆଇ ଝଡ଼ । ଯାହା ବଡଧରଣ ରାଜନୈତିକ ହଟଚମଟ ସୃଷ୍ଟି କରିଛି । ନିର୍ବାଚନୀ ବର୍ଷରେ ଯେଉଁଠି ଚିଟଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରସ୍ତ ପ୍ରକ୍ରିୟା ଆରମ୍ଭ କରିଥିଲେ ରାଜ୍ୟ ସରକାର । ଏବେ ପୁଣି ସେହି ବିଜେଡି ସରକାରଙ୍କ ପର୍ଯ୍ୟଟନ…

ଚିଟଫଣ୍ଡ ଲିଙ୍କରେ ଅଭିନେତା ଶ୍ରୀତମ ଦାସଙ୍କୁ ୭ଘଣ୍ଟା ଧରି ଜେରା କଲା ଇଡି ! ବେଆଇନ ଅର୍ଥ କାରବାରର ମାଗିଲା ହିସାବ ।

କନକ ବ୍ୟୁରୋ : ଚିଟଫଣ୍ଡ ଲିଙ୍କ୍ ମାମଲାରେ ପ୍ରବର୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଜେରାର ସମ୍ମୁଖିନ ହୋଇଛନ୍ତି ଓଲିଉଡ ଅଭିନେତା ଶ୍ରୀତମ ଦାସ । ଷ୍ଟାର କନସଲଟାନ୍ସି ବ୍ୟାନରରେ ନିର୍ମାଣ ହୋଇଥିବା- ତୁ ଥା ମୁଁ ଯାଉଛି ରୁଷି ଫିଲ୍ମରେ ନିର୍ଦ୍ଦେଶନା ଦେଇଥିଲେ ଶ୍ରୀତମ ଦାସ୍ । ଏହି ଫିଲ୍ମ ପାଇଁ…

ଏଣିକି ଯେତେ ଉଚ୍ଚତାରୁ ପଡିଲେ ମଧ୍ୟ ଭାଙ୍ଗିବନି ମୋବାଇଲ ! ଫୋନକୁ ଭାଙ୍ଗିବାରୁ ବଞ୍ଚାଇବ ସ୍ମାର୍ଟ ଏୟାର ବ୍ୟାଗ କଭର ।

 ଆଜିକାଲି ବଜାରକୁ ବିଭିନ୍ନ କମ୍ପାନୀର ମୋବାଇଲ ଏବଂ ଫୋନ ସହ ଯୋଡି ହୋଇଥିବା ବିଭିନ୍ନ ସାମଗ୍ରୀ ଆସୁଛି । ସେଥି ମଧ୍ୟରୁ ଅନେକ ମୋବାଇଲ ଏପରି ରହିଛି ଯାହାର ଦାମ ୫୦ ହଜାର ଠାରୁ ଅଧିକ ହୋଇଥାଏ । ତେବେ ଦାମି ମୋବାଇଲ କିଣିବା ସହ ଲୋକମାନେ ଫୋନର ସୁରକ୍ଷା ପାଇଁ ବ୍ୟାକ୍ କଭରଟିଏ ମଧ୍ୟ…

ଡିଜିପି ନିଯୁକ୍ତି ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତି ! ଏଣିକି ରାଜ୍ୟ ସରକାର ଦେବେ ପ୍ରସ୍ତାବ, ୟୁପିଏସସି…

ପୋଲିସ ମହାନିର୍ଦ୍ଦେଶକ ଡିଜିପି ନିଯୁକ୍ତି ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି । ଏଣିକି ପୋଲିସ ମହାନିର୍ଦ୍ଦେଶକ ନିଯୁକ୍ତି ରାଜ୍ୟ ସରକାର ନିଜ ଇଛାରେ କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ କଡା ନିର୍ଦ୍ଦେଶ ଦେଇଛନ୍ତି । ଡିଜିପି ନିଯୁକ୍ତି ପ୍ରସଙ୍ଗରେ ରାଜ୍ୟ…

ସୁପରମାର୍କେଟରେ ପରିବା କିଣୁଥିଲେ ମହିଳା ! ହଠାତ୍ ପରିବା ଭିତରୁ ବାହାରିଲା ବେଙ୍ଗ, ଉଡିଗଲା ହୋସ ।

ସୁପରମାର୍କେଟରେ ପରିବା କିଣିବାକୁ ଯାଇଥିବା ଜଣେ ମହିଳାଙ୍କ ସହ ଏକ ଅଜବ ଘଟଣା ଘଟିଛି । ତେବେ ଏହି ଘଟଣାର ଭିଡିଓ ଏବେ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଦେଖାଯାଇଛି ଯେ, ମହିଳାଜଣଙ୍କ ସୁପରମାର୍କେଟରେ ପତ୍ରଥିବା କିଛି ପରିବା କିଣୁଛନ୍ତି । ଏବଂ ଏଥିମଧ୍ୟରେ ପରିବା…

କୃଷକଙ୍କୁ ମୋଦି ସରକାର ବଡ଼ ଉପହାର : ବଢିପାରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ

କନକ ବ୍ୟୁରୋ : କୃଷକମାନେ ଦେଶର ମେରୁଦଣ୍ଡ ସଦୃଶ । କୃଷିରେ ଗୋଟିଏ ବଡ ଧରଣର ଅଭିବୃଦ୍ଧି ପାଇଁ ଅନେକ ପଦକ୍ଷେପ ନିଆଯାଇଛି । କଠିନ ପରିଶ୍ରମ କରି କୃଷକମାନେ ଦେଶକୁ ଖାଦ୍ୟ ଯୋଗାଉଛନ୍ତି । କିନ୍ତୁ ସେମାନଙ୍କ ପେଟ ଅପୋଷା ରହୁଛି । ପରିଶ୍ରମ ଅଧିକ ହେଉଛି ଫଳ କିନ୍ତୁ ଖୁବ କମ ମିଳୁଛି । ଉଚିତ୍…