Daily Archives

July 3, 2018

ଅଧାଗଢ଼ା ପୋଲ ତଳେ ବିପଦ ସଂକୁଳ ନୌକା ଯାତ୍ରା । ୪ବର୍ଷ ହେଲା ଅଧାରେ ପଡିଛି ଜଗତସିଂହପୁର ଗାରୋଇରେ ନିର୍ମିତ ବିଜୁ ସେତୁ

କନକ ବ୍ୟୁରୋ : ଶିଳାନ୍ୟାସକୁ ୪ ବର୍ଷ ବିତିଲାଣି । ନିର୍ମାଣ ଅବଧି ୨ ବର୍ଷ ହେଲା ସରିଲାଣି । ହେଲେ ଏଯାଏଁ ସେତୁ ନିର୍ମାଣ ଶେଷ ହୋଇନାହିଁ । ଦେବୀ ନଦୀ ଉପରେ ପୋଲ ଠିଆ ହୋଇଥିବା ବେଳେ ପୋଲକୁ ସଂଯୋଗ କରୁଥିବା ଆପ୍ରୋଚ ରୋଡ ନିର୍ମାଣ ହୋଇପାରୁ ନଥିବାରୁ ଜଗତସିଂହପୁର ଗାରୋଇ ଦେବୀ ନଦୀରେ…

ଏଣିକି ଅସହାୟ ବୃଦ୍ଧ ଲୋକମାନଙ୍କୁ ପେନସନ ପାଇଁ ଯିବାକୁ ପଡିବନି ବ୍ୟାଙ୍କ ! ଘରେ ଆଣି ଟଙ୍କା ପହଞ୍ଚାଇବେ ଏଟିଏମ ଦିଦି ।

ଗ୍ରାମୀଣ କ୍ଷେତ୍ରରେ ରୋଗିଣା ଏବଂ ଅସହାୟ ବୃଦ୍ଧ ଲୋକମାନଙ୍କ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏହି ସମସ୍ୟାକୁ ଦୁର କରିବା ପାଇଁ ଏଟିଏମ ଦିଦି ଅସହାୟ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି । ବିଧବା, ବୃଦ୍ଧ, ଦିବ୍ୟାଙ୍ଗ ଏବଂ ଅସହାୟ ଲୋକମାନଙ୍କ ପାଇଁ ସରକାର ପେନସନର…

ଅନ୍ତିମ ସମୟରେ ଶେଷ ଇଚ୍ଛା ପୂରଣ ବେଳେ ଆକାଶ ହଲିବ, ମାଟି ଥରିବ । କିଛି ଚିନ୍ତା କରିବନି,ମନ୍ତ୍ର ଜପିଚାଲିବ……

ରବିବାର ଦିଲ୍ଲୀର ବୁରାଡ଼ି ସ୍ଥିତ ସନ୍ଥ ନଗରରେ ଥିବା ଏକ ଘରୁ ୧୧ଜଣଙ୍କର ମୃତଦେହ ଜବତ ହୋଇଛି। ୧୧ଜଣଙ୍କ ମଧ୍ୟରୁ ୭ ଜଣ ମହିଳା ଏବଂ ୪ ଜଣ ପୁରୁଷ ଥିଲେ । ଏହି ମୃତ୍ୟୁର ରହସ୍ୟ ଉପରୁ ପୁଲିସ ପରଦା ଉଠାଇବାକୁ ଚେଷ୍ଟା କରୁଥିବା ବେଳେ ଏହି ମାମଲାର ବିଭିନ୍ନ ଦିଗ ଘଟଣାକୁ ଅଧିକ ରହସ୍ୟମୟ କରିଛି।…

ସଡକ ଦୁର୍ଘଟଣାର ଶିକାର ହେଲେ ମହିଳା ! ଘଟଣାସ୍ଥଳରେ ତାଙ୍କୁ ମୃତ ଘୋଷଣା କରାଗଲା, କିନ୍ତୁ ଶବଗୃହରୁ ପୁଣି ଜୀବିତ ହୋଇ…

ଜଣେ ମହିଳା, ଯାହାଙ୍କୁ ମୃତ ଘୋଷଣା କରାଗଲା, ତାଙ୍କୁ ଶବ ଗୃହ ଫ୍ରିଜରୁ ଜୀବିତ ଉଦ୍ଧାର କରାଗଲା । ଏହି ଘଟଣା ଦକ୍ଷିଣ ଆଫ୍ରିକାର ଅଟେ । ଏହି ମହିଳା ଜଣଙ୍କ ସଡକ ଦୁର୍ଘଟଣାର ଶିକାର ହୋଇଥିଲେ । ମହିଳାଙ୍କ ପରିଚୟ ଅଜଣା ରହିଛି । ତାଙ୍କୁ କାର୍ଟଲଟୋନବାଇଲ ମର୍ଗକୁ ଅଣାଯାଇଥିଲା । ଯେତେବେଳେ…

ଜଙ୍ଗଲ ଜଗୁଛି ହାତୀ ! ଡବରିଗଡ଼ ଅଭୟାରଣ୍ୟରେ ଶିକାରୀ ଓ କାଠ ମାଫିଆଙ୍କ ପାଇଁ ଆତଙ୍କ ପାଲଟିଛି ‘ଖର୍ସେଲ’

କନକ ବ୍ୟୁରୋ : ଅଭୟାରଣ୍ୟକୁ ସୁରକ୍ଷା ଦେଉଛି ହାତୀ । ଦିନେ ମଣିଷମରା ତାଲିକାରେ ଥିବା ହାତୀ ଏବେ ଗଛ ସୁରକ୍ଷାରେ ନିୟୋଜିତ ହୋଇଛି । ଦିନେ ଯେ, ଜଙ୍ଗଲର ଗଛକୁ ନିଜ ଶୁଣ୍ଢରେ ଭାଙ୍ଗି ଦେଉଥିଲା ଆଜି ସେ ଗଛର ସୁରକ୍ଷାକବଚ ସାଜି ଛିଡ଼ା ହୋଇଛି । ଆଉ ଏହାସହ ଜଙ୍ଗଲରେ କାଠ ମାଫିଆ ଓ ବନ୍ୟଜନ୍ତୁ…

ରଥଯାତ୍ରାରେ କିପରି ହୁଏ ମହାପ୍ରଭୁଙ୍କ ଛେରାପହଁରା ସେବା ? ଗଜପତି ମହାରାଜା କିପରି ହୁଅନ୍ତି ସଜବାଜ ?

ରଥଯାତ୍ରା ଓ ବାହୁଡ଼ା ଯାତ୍ରାର ଅନ୍ୟତମ ଆକର୍ଷଣ ହେଲା ଗଜପତି ମହାରାଜାଙ୍କ ଛେରାପହଁରା ସେବା । ଛେରାପହଁରା ନୀତିକୁ ଦେଖିବା ପାଇଁ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ହୋଇଥାଏ । ଐତିହାସିକ, ପ୍ରାବନ୍ଧିକ ଓ ଗବେଷକଙ୍କ ମତରେ ସୂର୍ଯ୍ୟବଂଶୀ ରାଜା କପିଳେନ୍ଦ୍ର ଦେବଙ୍କ ସମୟରେ ଆରମ୍ଭ ହୋଇଥିଲା ଛେରାପହଁରା…