ହାତୀପଲଙ୍କ ଉପଦ୍ରବ : ସୁନ୍ଦରଗଡରେ ବୃଦ୍ଧାଙ୍କୁ ଦଳି ଦେଲା ହାତୀ

30

ସୁନ୍ଦରଗଡ : ବୃଦ୍ଧାଙ୍କୁ ଦଳି ଦେଲା ହାତୀ । ବୃଦ୍ଧାଙ୍କୁ ମାରିବା ପରେ ଗାଁରେ ପଶି ୭ ରୁ ଅଧିକ ଘରକୁ ଭାଙ୍ଗି ଦେଇଛନ୍ତି ହାତୀପଲ । ସୁନ୍ଦରଗଡ ସଦର ରେଂଜ ଅନ୍ତର୍ଗତ କାଂସବାହାଲରେ ଘଟିଛି ଏହି ଅଭାବନୀୟ ଘଟଣା । ଧାନ ଅମଳ ସମୟ ହୋଇଥିବାରୁ ଜଙ୍ଗଲଛାଡି ଗାଁ ମୁହାଁ ହୋଇଛନ୍ତି ହାତୀ । ଜନବସତି ଭିତରକୁ ହାତୀପଲ ପଶି ଆସିଥିବାରୁ ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି । ମୃତ ବୃଦ୍ଧାଙ୍କ ପରିବାକରକୁ କ୍ଷତିପୂରଣ ଓ ହାତୀ ପଲକୁ ଘଉଡାଉବା ପାଇଁ ଲୋକମାନେ ଦାବି କରିଛନ୍ତି ।

ନ୍ୟୁଜ ସହ ଦେଖନ୍ତୁ ଏହି ଭିଡିଓ :