ଶିରିଡି ସାଇବାବାଙ୍କ ବର୍ଷିବ କୃପା : ଏ ହେଉଛି ସହଜ ଉପାୟ

189

ସାଇ ମନ୍ଦିରରେ ପ୍ରତିଦିନ ଭକ୍ତଙ୍କ ଭିଡ ଥାଏ । କିନ୍ତୁ ଗୁରୁବାର ହେଉଛି ଏମିତି ଏକ ଦିନ, ଯାହା ଭଗବାନ ବିଷ୍ଣୁଙ୍କ ସହ ସାଇବାବାଙ୍କର ବି ବହୁତ ପସନ୍ଦ । କୁହାଯାଏ ସାଇମନ୍ଦିରରେ ମୂର୍ତ୍ତିରେ ମଥା ରଖିଦେଲେ ମନୋବାଂଛା ପୂରଣ ହୋଇଥାଏ । ଏହିଦିନ ସାଇ ମନ୍ଦିରରେ ଦର୍ଶକ କରିବା ବହୁତ ଫଳଦାୟୀ ଅଟେ । ଯଦି କେହି ସାଇଙ୍କ କୃପା ପାଇବାକୁ ଚାହୁଁଥାନ୍ତି ତ କିଛି ମନ୍ତ୍ର ଦ୍ୱାରା ବାବାଙ୍କୁ ପ୍ରସନ୍ନ କରିପାରିବେ । ବାବାଙ୍କ ଏହି ମନ୍ତ୍ରକୁ ଜପ କଲେ ସାଇବାବାଙ୍କ ଶୀଘ୍ର କୃପା ମିଳିଥାଏ । ଜପ କରନ୍ତୁ ଏହି ସାଇ ମନ୍ତ୍ର –

୧ – ଓଁ ସାଇ ରାମ୍
୨ – ଓଁ ସାଇ ଗୁରୁବାୟ ନମଃ
୩ – ଓଁ ସାଇ ନମୋ ନମଃ
୪ – ଓଁ ସାଇ ଦେବାୟ ନମଃ
୫ – ଓଁ ଶିରିଡି ଦେବାୟ ନମଃ
୬ – ଓଁ ସମାଧି ଦେବାୟ ନମଃ
୭ – ଓଁ ସର୍ବଦେବାୟ ରୂପାୟ ନମଃ
୮ – ଓଁ ଶିରିଡି ବାସାୟ ବିଦମହେ ସଚ୍ଚିଦାନନ୍ଦାୟ ଧୀମହି ସାଇଁ ପ୍ରଚୋଦୟାତ୍
୯ – ଓଁ ମାଲିକାୟ ନମଃ
୧୦ – ଜୟ ଜୟ ସାଇରାମ

( ସୈାଜନ୍ୟ : ସାଇ ଆଧ୍ୟାତ୍ମିକ ପତ୍ରିକା )

ଏହାସହ ମଧ୍ୟ ପଢନ୍ତୁ- ସୀତା ଥିଲେ ରାବଣର ଝିଅ ! ସ୍ୱୟଂବରରେ ସୀତାଙ୍କୁ ମନ୍ଦୋଦରୀ ପରି ଦେଖି ରାବଣ ହୋଇଥିଲେ ଚକିତ