କନକ ବ୍ୟୁରୋ : ପିଲା ଚୋରଣୀକୁ ଧରିବା ପାଇଁ ଜୋରଦାର ହେଲା କ୍ୟାମ୍ପେନ । ସିସିଟିଭିରେ କଏଦ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କଲେ ସମ୍ବଲପୁରର ସଚେତନ ନାଗରିକ । ସେପଟେ ତିନିଦିନ ହେଲା କୌଣସି ସଫଳତା ମିଳିନଥିବାରୁ ପୋଲିସ ବି ତା ରଣନୀତିରେ ପରିବର୍ତନ କରିଛି ।

ସ୍ଥାନୀୟ ସ୍ୱେଚ୍ଛାସେବୀ ଓ ସାଧାରଣ ସୋକଙ୍କ ସହଯୋଗ ଲୋଡିଛି । ଆଉ ସଦର ହସ୍ପିଟାଲରେ ଚୋରି ହୋଇଥିବା ଛୁଆର ବାପା ମାଆ କହିଛନ୍ତି ପିଲାକୁ ଫେରାଇ ନଆଣିଲେ ଛାଡିବେ ନାହିଁ ହସ୍ପିଟାଲ