ସୁରକ୍ଷିତ ଦୀପାବଳି ପାଳନ : ଜଗି ରଖି ବାଣ ଫୁଟାଇବାକୁ ଡାକ୍ତର ଦେଲେ ସତର୍କବାଣୀ

53

କନକ ବ୍ୟୁରୋ : ବାଣ ଫୁଟାଇ ତାହାର ମଜା ନିଅନ୍ତୁ । କିନ୍ତୁ ବାଣ ଫୁଟାଇବା ବେଳେ ଟିକିଏ ସତର୍କ ହେଲେ ବହୁ ଅଘଟଣକୁ ଏଡାଇ ଦିଆଯାଇ ପାରିବ । ସୁରକ୍ଷିତ ଦୀପାବଳି ପାଳିବାପାଇଁ କଣ ସବୁ ସତର୍କତା ଅବଲମ୍ବନ କରିବାକୁ ହେବ ସେନେଇ ଡାକ୍ତର ଦେଇଛନ୍ତି ପରାମର୍ଶ । ଆସନ୍ତୁ ଜାଣିବା କିଭଳି ରହିବେ ସତର୍କ ।

ଦେଖନ୍ତୁ ଏହି ଭିଡିଓ –