ଗମାଙ୍ଗ ପରିବାରରେ ଝଡ଼ର ସେକେଣ୍ଡ ଇନିଂସ୍ : କେବେ ବାପା – ମା’, କେବେ ପୁଅ – ବୋହୂ

50

କନକ ବ୍ୟୁରୋ : ଗମାଙ୍ଗ ପରିବାରେ କଳି କିଛି ନୂଆ କଥା ନୁହେଁ । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଏ ପରିବାରର କଳିକଥାକୁ ସାରା ରାଜ୍ୟ ଜାଣିଛି । ପୁଅବୋହୂଙ୍କ ମନ ଫଟାଫଟିି ପୂର୍ବରୁ ବାପା ଗିରିଧର ଓ ମାଆ ହେମାଙ୍କ ବି ଅନୁରୁପ ଅବସ୍ଥା ହୋଇଥିଲା । ଏବେ ବୋହୂର ପରକୀୟା ପ୍ରୀତି ପାଇଁ ଘର ଭାଙ୍ଗିଛି । ସେତେବେଳେ ନିର୍ବାଚନୀ ଟିକେଟ୍ ପାଇଁ ଗମାଙ୍ଗ ପରିବାରରେ ଝଡ଼ ସୃଷ୍ଟି ହୋଇଥିଲା । ଦେଖନ୍ତୁ ଏହି ରିପୋର୍ଟ :