Daily Archives

January 27, 2019

ନୀତିନ ଗଡକରୀ ପୁଣି ମାରିଲେ ତୀର! କହିଲେ, ସେହି ସ୍ୱପ୍ନ ଦେଖାଅ ଯାହାକୁ ପୂରଣ କରିପାରିବ, ନଚେତ ଲୋକ ମଧ୍ୟ ପିଟିବେ ।

ଗତ କିଛି ଦିନ ଧରି ନିଜ ବୟାନକୁ ନେଇ ଚର୍ଚ୍ଚାରେ ଥିବା କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ରବିବାର ପୁଣି ଏକ ବଡ ବୟାନ ଦେଇଛନ୍ତି । ମହାରାଷ୍ଟ୍ରରେ ଏକ ସଭାରେ ନିର୍ବାଚନ ପୂର୍ବରୁ ଦିଆଯାଇଥିବା ପ୍ରତିଶୃତିକୁ ମନେ ପକାଇ କହିଛନ୍ତି, ସ୍ୱପ୍ନ ଦେଖାଉଥିବା ନେତାଙ୍କୁ ଲୋକ ଭଲ ପାଇଥାନ୍ତି, କିନ୍ତୁ…

ସାମ୍ବାଦିକଙ୍କୁ ବାଣୀବିହାର ଛାତ୍ରଙ୍କ ମାଡ ଘଟଣା ! ଗିରଫ ହେଲେ ୩ ଅଭିଯୁକ୍ତ ।

କନକ ବ୍ୟୁରୋ : ସାମ୍ବାଦିକଙ୍କୁ ମାଡ ଘଟଣାରେ ଗିରଫ ହୋଇଛନ୍ତି ୩ ଜଣ ଅଭିଯୁକ୍ତ । ସେମାନଙ୍କ ମଧ୍ୟରେ ଅଛନ୍ତି ବାଣୀବିହାରର ପୂର୍ବତନ ସଭାପତି ପ୍ରାର୍ଥୀ ସୌମ୍ୟରଞ୍ଜନ ମହାପାତ୍ର ଏବଂ ଅନ୍ୟ ଦୁଇ ଅଣଛାତ୍ର ଅନନ୍ତ ସାମନ୍ତରାୟ ଏବଂ ସୁବ୍ରତ ବିଶ୍ୱାଳ । ସହିଦ ନଗର ଥାନା ପୋଲିସ ଏହି ୩…

ସାମ୍ବାଦିକଙ୍କୁ ବାଣୀବିହାର ଛାତ୍ରଙ୍କ ମାଡ ଘଟଣା ! ଡିଜି କହିଲେ ଦୋଷୀଙ୍କୁ କରାଯାଇଛି ଚିହ୍ନଟ, ଖୁବଶିଘ୍ର ହେବ…

କନକ ବ୍ୟୁରୋ : ଗତକାଲି ଭୁବନେଶ୍ୱରରେ ଜଣେ ସାମ୍ବାଦିକଙ୍କୁ ମାଡ ଘଟଣାକୁ ତିବ୍ର ନିନ୍ଦା କରିଛି ଓଡିଶା ସାମ୍ବାଦିକ ମଂଚ । ଦୋଷୀ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ଦାବିରେ ସାମ୍ବାଦିକମାନେ ପୋଲିସ ଡିଜିଙ୍କୁ ଭେଟି ଘଟଣା ସମ୍ପର୍କରେ ଅବଗତ କରାଇଛନ୍ତି । ତେବେ ଅପରାଧିଙ୍କୁ ଚିହ୍ନଟ…

ରାତି ୧୦ ପରେ ଯାତ୍ରା ବନ୍ଦ ! ଜାଣନ୍ତୁ କେଉଁ ଗ୍ରାମପଞ୍ଚାୟତ ପାଇଁ ଏଭଳି ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କନକ ବ୍ୟୁରୋ : ରାତି ୧୦ଟା ପରେ ଯାତ୍ରା ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ଅବଶ୍ୟ ଏହି ନିର୍ଦ୍ଦେଶ ଆଠଗଡର କୋଲେଇଲୋ ଗ୍ରାମପଞ୍ଚାୟତ ପାଇଁ କାଯ୍ୟକାରୀ ହେବ । ପିଲାମାନଙ୍କ ପାଠପଢାରେ ଅସୁବିଧା ନେଇ ସ୍ଥାନୀୟ ଜନ ପ୍ରତିନିଧି ସରପଂଚ, ୱାଡମେମ୍ବର ଓ ଅଭିଭାବକମାନେ ହାଇକୋର୍ଟଙ୍କ…

ଦିଲ୍ଲୀ ଯିବା ପୂର୍ବରୁ ଗଞ୍ଜାମବାସୀଙ୍କୁ ନବୀନଙ୍କ ୧୧ଶହ କୋଟିର ଭେଟି । ୨୫ ହଜାର ଚାଷୀଙ୍କୁ ବଂଟାଗଲା କୃଷି ଉପକରଣ

କନକ ବ୍ୟୁରୋ : ଗଂଜାମ ଜିଲ୍ଲାକୁ ୧୧ଶହ କୋଟିର ଭେଟି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଂଜାମ ରଙ୍ଗେଇଲୁଣ୍ଡାରେ ଆୟୋଜିତ ଚାଷୀ ସମାବେଶରେ ଯୋଗ ଦେଇ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ଏଥିସହ ୨୫ ହଜାର ଚାଷୀଙ୍କୁ କୃଷି ଉପକରଣ ବାଣ୍ଟିଛନ୍ତି । ଜିଲ୍ଲାର…

ଯବାନଙ୍କ ଦାୟିତ୍ୱହୀନ କାମ ! ମହିଳା ବନ୍ଧୁଙ୍କୁ ଧରାଇଲେ ଏକେ-୪୭ ବନ୍ଧୁକ, ନିଲମ୍ବନ କଲା କମିଶନରେଟ୍ ପୁଲିସ୍ ।

କନକ ବ୍ୟୁରୋ : ଗଣତନ୍ତ୍ର ଦିବସ ଅବସରରେ ଗାନ୍ଧି ମାର୍ଗରେ ଯେତେବେଳେ ପରେଡ୍ ଚାଲିଥିଲା ସେତେବେଳେ ସୁରକ୍ଷା ଦାୟିତ୍ୱରେ ଥିବା ଜଣେ ଯବାନ ନିଜ ମହିଳା ବନ୍ଧୁଙ୍କୁ ଏକେ-୪୭ ବନ୍ଧୁକ ଦେଖିବା ପାଇଁ ଦେଇଥିଲେ । ସେହି ସମୟରେ ବନ୍ଧୁକରେ ଗୁଳି ଭର୍ତି ହୋଇ ରହିଥିଲା । ସାଧାରଣତନ୍ତ୍ର ଦିବସରେ…