Daily Archives

January 27, 2019

ପ୍ରିୟଙ୍କା ଗାନ୍ଧୀଙ୍କ ଉପରେ ବିଜେପି ପ୍ରହାର! କିଏ କହୁଛି ଚକଲେଟ ଚେହେରା ତ କିଏ କହୁଛି ଠିକ୍ ନାହିଁ ପ୍ରିୟଙ୍କାକ…

କନକ ବ୍ୟୁରୋ : ସକ୍ରିୟ ରାଜନୀତିରେ ପ୍ରବେଶ କରିବା ପରେ ପ୍ରିୟଙ୍କାଙ୍କ ଉପରେ ଜୋରଦାର ପ୍ରହାର । ବିଜେପି ସାଧାରଣ ସମ୍ପାଦକ କୈଳାଶ ବିଜୟବର୍ଗିୟା କହିଛନ୍ତି, କଂଗ୍ରେସର ଆତ୍ମବିଶ୍ୱାସ ନାହିଁ ବୋଲି ଚକଲେଟ୍ ଚେହେରାକୁ ଆଣି ଭୋଟ୍ ନେବାକୁ ଉଦ୍ୟମ କରୁଛନ୍ତି । ଗୋଟିଏ ପାଦ ଆଗକୁ ଯାଇ ବିଜେପିର…

ଶବ ସଂସ୍କାର କରିବାକୁ ଯାଇ ଶବ ହୋଇ ଫେରିଲେ । ଘାଟିରୁ ଖସିଲା ପିକଅପ ଭ୍ୟାନ, କ୍ଷଣିକରେ ଚାଲିଗଲା ୮ ଜୀବନ

ଉତ୍ତରାଖଣ୍ଡର ଚମ୍ପାଓ୍ଵତର ପିଥୋରଗଢ଼ ରାସ୍ତାରେ ଏକ ପିକଅପ୍ ଭ୍ୟାନ୍ ଘାଟିରୁ ଖସି ପଡ଼ିବା ହେତୁ ଘଟଣାସ୍ଥଳରେ ୮ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ଅନେକ ଗୁରୁତର ଆହତ ମଧ୍ୟ ହୋଇଛନ୍ତି। ଗୁରୁତରଙ୍କୁ ଉଦ୍ଧାର କରି ସ୍ଥାନୀୟ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। Uttarakhand: 8…

ସନ୍ନି ଲିଓନିଙ୍କ ସହ ପ୍ରିୟଙ୍କା ଗାନ୍ଧୀଙ୍କୁ ତୁଳନା କଲେ ଏହି ଅଭିନେତ୍ରୀ, ଟ୍ୱିଟରରେ ଦେଲେ ଅଶ୍ଳୀଳ ଓ ବିବାଦୀୟ…

ସକ୍ରିୟ ରାଜନୀତିରେ ପ୍ରିୟଙ୍କା ଗାନ୍ଧୀ ପ୍ରବେଶ କରିବା ପରେ ତାଙ୍କୁ ନେଇ ସବୁ ମହଲରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । କିଛି ତାଙ୍କ ପ୍ରବେଶକୁ ସମର୍ଥନ ଜଣାଇବା ସହ କିଛି ତାଙ୍କ ପ୍ରବେଶକୁ ବିରୋଧ କରିବା ସହ ସମାଲୋଚନା କରୁଥିବା ଦେଖାଯାଇଛି । ପୂର୍ବରୁ ବିଜେପି ପକ୍ଷରୁ ପ୍ରିୟଙ୍କା…

ପୁଣି ଘୁଞ୍ଚିଲା ସୁପ୍ରିମକୋର୍ଟରେ ଅଯୋଧ୍ୟା ମାମଲା ! ୨୯ରେ ହେବନି ଶୁଣାଣି ।

ପୁଣି ଘୁଞ୍ଚିଲା ସୁପ୍ରିମକୋର୍ଟରେ ଅଯୋଧ୍ୟା ମାମଲାର ଶୁଣାଣି । ଜଷ୍ଟିସ ଏସଏ ବୋବଦେଙ୍କ ଅନୁପସ୍ଥିତି କାରଣରୁ ଏହାକୁ ପୁଣି ଘୁଞ୍ଚାଯାଇଥିବା ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି । ତେବେ କୋର୍ଟ କୌଣସି ନୂଆ ତାରିଖ ଘୋଷଣା କରି ନାହାନ୍ତି । ଦୁଇଦିନ ତଳେ ଅଯୋଧ୍ୟା ଜମି ବିବାଦ ମାମଲାର ବିଚାର…

ମହାକାଶରେ ବନିବ ଦୁନିଆର ପ୍ରଥମ ହୋଟେଲ : ପହଂଚିବାକୁ ଲାଗିବ ୧୨ ଦିନ, ହୋଟେଲରେ ମିଳିବ ଅନେକ ସୁବିଧା 

ମହାକାଶରେ ଦୁନିଆର ପ୍ରଥମ ହୋଟେଲ ନିର୍ମାଣ କରାଯିବ । ଏହାକୁ ୨୦୨୧ରେ ସ୍ଥାପନ କରିବାର ଯୋଜନା ଅଛି । ବର୍ଷ ୨୦୨୨ରେ ଏଠାକୁ ଅତିଥି ଯାଇପାରିବେ । ୧୨ ଦିନର ମହାକାଶ ଯାତ୍ରା କରି ୬ଜଣ ଯାତ୍ରୀ ହୋଟେଲରେ ରହିପାରିବେ । ହୋଟେଲକୁ ଯିବା ପାଇଁ ଜଣେ ବ୍ୟକ୍ତି ପିଛା ୯.୫ ମିଲିୟନ୍ ଡଲାର(୬୭ କୋଟି)…

ଆରପାରିରେ ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ତଥା ଅଭିନେତା ରାମଚନ୍ଦ୍ର ପ୍ରତିହାରୀ ! ୮୭ ବର୍ଷ ବୟସରେ ପରଲୋକ ।

ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ତଥା ଅଭିନେତା ରାମଚନ୍ଦ୍ର ପ୍ରତିହାରୀଙ୍କ ରବିବାର ପରଲୋକ ହୋଇଯାଇଛି । ଦୀର୍ଘ ଦିନ ହେବ ସେ ଅସୁସ୍ଥତା ଅନୁଭବ କରୁଥିଲେ । ଆଜି ପୁରୀରେ ରାମଚନ୍ଦ୍ର ପ୍ରତିହାରୀଙ୍କ ୮୭ ବର୍ଷ ବୟସରେ ହୃଦ୍ଘାତ କାରଣରୁ ବିୟୋଗ ହୋଇଛି । ଓଡ଼ିଶାର ପ୍ରସିଦ୍ଧ ରଂଗମଂଚ ପୁରୀର…