Daily Archives

November 24, 2018

ଭାରତୀୟ ସେନାରେ ହେବ ବଡ ପରିବର୍ତ୍ତନ : ଦେଢ଼ ଲକ୍ଷ ଚାକିରୀ ଉପରେ ରହିଛି ବିପଦ

ପୂର୍ବରୁ ଯେଉଁ ଦେଶରେ ସୈନ୍ୟ ସଂଖ୍ୟା ଯେତେ ଅଧିକ ସେ ଅଧିକ ଶକ୍ତିଶାଳୀ ଥିଲା । ପୂର୍ବରୁ ଭାରତ ନିଜର ସୈନ୍ୟଶକ୍ତି ବଳରେ ପାକିସ୍ତାନକୁ ବାରମ୍ବାର ଯୁଦ୍ଧରେ ହରାଇଛି । କିନ୍ତୁ ଭବିଷ୍ୟତର ଯୁଦ୍ଧ କ୍ଷେତ୍ରରେ ସୈନ୍ୟବଳର ଗୁରୁତ୍ୱ କମିବ ଓ ଟେକନଲୋଜିର ଗୁରୁତ୍ୱ ଓ ବ୍ୟବହାର ବଢିବ । ଭବିଷ୍ୟତରେ…

ସରିଲା ବିଧାନସଭା ଶୀତ ଅଧିବେଶନ । ଗୃହକାର୍ଯ୍ୟ ଶେଷ ହେବାର ବହୁ ଦିନ ପୂର୍ବରୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ମୁଲତବୀ ଘୋଷଣା…

କନକ ବ୍ୟୁରୋ: ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ ଶନିବାର ଶେଷ ହୋଇଛି। ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବାଚସ୍ପତି ମୁଲତବି ରଖିଛନ୍ତି। ଚଳିତ ଶୀତ ଅଧିବେଶନରେ ୫ଟି କାର‌୍ୟ୍ୟଦିବସ ଥିଲା। ନଭେମ୍ବର ୧୬ ରୁ ଆରମ୍ଭ ହୋଇଥିଲା। ଏହା ଡିସେମ୍ବର ୧୫ ପର‌୍ୟ୍ୟନ୍ତ ଚାଲିବାର ଥିଲା। ଆଉ ୧୮ଟି କାର‌୍ୟ୍ୟ…

ବିବାହରେ ସାମିଲ ହୋଇଥିବା ଅତିଥିଙ୍କୁ ଦୀପିକା-ରଣବୀର ଦେଲେ ଏହି ବିଶେଷ ଉପହାର ! ଫଟୋ ହେଲା ଭାଇରାଲ

ବଲିଉଡ୍ ଷ୍ଟାର୍ ଦୀପବୀରଙ୍କ ବିବାହ ଚଳିତ ବର୍ଷର ସବୁଠାରୁ ଚର୍ଚ୍ଚିତ ବିବାହ ମଧ୍ୟରୁ ଗୋଟିଏ ଥିଲା । ବିବାହ ସରିଥିଲେ ମଧ୍ୟ ଏବେ ବି ଦୁହିଁଙ୍କ ବିବାହ ଖବରକୁ ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଜାରି ରହିଛି । ଇଟାଲୀର ଲେକ୍ କୋମୋରେ ବିବାହ କରିବା ପରେ ଭାରତ ଫେରି ବେଙ୍ଗାଲୁରୁରେ ବିବାହର ଭୋଜି…

ଆରମ୍ଭ ହେବାକୁ ଯାଉଛି ୫ଜି ଇଣ୍ଟରନେଟ୍ ସେବା, ୧୦ GBPS ସ୍ପିଡରେ ହେବ ଡାଉନ୍‌ଲୋଡ୍‌ ! ଜାଣନ୍ତୁ ୫ଜିରେ କଣ ରହିଛି…

ଦୁନିଆରେ ଯେଉଁ ଭାବରେ ଟେକ୍ନୋଲଜି ବଢ଼ି ଚାଲିଛି ଠିକ୍‌ ସେହିପରି ଇଣ୍ଟର୍‌ନେଟ୍‌ ଦୁନିଆକୁ ମଧ୍ୟ ବଦଳାଯାଉଛି। ଅଧିକାଂଶ ଦେଶରେ 5Gର କାମ ଆରମ୍ଭ ହୋଇଗଲାଣି ଓ ଭାରତରେ ମଧ୍ୟ 5G ସ୍ପେକ୍ଟ୍ରମ୍‌କୁ ନେଇ ଆସନ୍ତା ବର୍ଷରେ ନିଲାମ ଆରମ୍ଭ ହେବାର ସମ୍ଭାବନା ଅଛି। 5Gରେ ସମ୍ପୃକ୍ତ ସମସ୍ତ ଜିନିଷ…

କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମା ଲୋଭୀ ଠାକୁରାଣୀଙ୍କ ଠାରେ ମୁଣ୍ଡନ ହୋଇଛନ୍ତି ହଜାର ହଜାର ଶିଶୁ : ରିଷ୍ଟ ଖଣ୍ଡନ…

କନକ ବ୍ୟୁରୋ : ମୁଣ୍ଡନ ବା ଲଣ୍ଡା ହେବା ଭାରତୀୟ ସଂସ୍କୃତି ପରମ୍ପରାର ଏକ ଅଂଶ । କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଆଠଗଡର ଆରାଧ୍ୟ ଦେବୀ ମା ଲୋଭୀ ଠାକୁରାଣୀଙ୍କ ପାଖରେ ମୁଣ୍ଡନ ହୋଇଛନ୍ତି ହଜାର ହଜାର ଶିଶୁ । ବିଶ୍ୱାସ ରହିଛି ଏକ ବର୍ଷରୁ ଅଧିକ ଶିଶୁମାନଙ୍କୁ ମାଆଙ୍କ ପୀଠରେ ମୁଣ୍ଡନ କରାଇଲେ…

୫ ବର୍ଷୀୟ କୁନି ପୁଅ ରଚିଲା ଇତିହାସ ! ୪,୧୦୫ଟି ପୁଶ୍ ଅପ୍ ମାରି ସ୍ଥାପନ କଲା ବିଶ୍ୱ ରେକର୍ଡ ।

ଆଜି ଆମେ ଆପଣଙ୍କୁ ଏମିତି ଜଣେ ଶିଶୁ ବିଷୟରେ କହିବୁ, ଯେଉଁ ଶିଶୁର ବୟସ ମାତ୍ର ୫ ବର୍ଷ । କିନ୍ତୁ ସେ କରିଥିବା କାମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଯଦି ଆପଣ କାହାକୁ ବୟସ ଏବଂ ଶରୀର ଦେଖି ତାର କ୍ଷମତା ବାବଦରେ ବିଚାର କରୁଛନ୍ତି, ତେବେ ଏହି ଘଟଣା ଜାଣିବା ପରେ ଆପଣ ନିଜ ଚିନ୍ତାଧାରା…