Daily Archives

November 24, 2018

ମୋଦି-ରାହୁଲ ମୁହାଁମୁହିଁ ! ପ୍ରଚାର ମଇଦାନରେ ଉଠିଲା ମାଆ ଓ ମାମୁଁ ଉପାଖ୍ୟାନ ।

କନକ ବ୍ୟୁରୋ : ମଧ୍ୟପ୍ରଦେଶରେ ପ୍ରଚାର ଲଢେଇ ଜୋରଦାର ହୋଇଛି । ନିଜ ନିଜ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନୀ ପ୍ରଚାରକୁ ତୀବ୍ର କରିଛନ୍ତି ଉଭୟ ବିଜେପି ଓ କଂଗ୍ରେସର ସର୍ବୋଚ୍ଚ ନେତା । ଆଗାମୀ ୨୮ତାରିଖରେ ଏମପିର ୨୩୦ଟି ବିଧାନସଭା ଆସନ ଲାଗି ପଡିବ ଭୋଟ । ଆଉ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ…

ବିଦେଶୀ ଖେଳାଳିଙ୍କୁ କିମିଆ କରିଲା ଦେଶୀ ଖାଦ୍ୟ । ଓଡିଶା ଗାର୍ଲିକ ନାନ୍ ଓ କବାବର ଫ୍ୟାନ୍ ହେଲା ଅଷ୍ଟ୍ରେଲିଆ

କନକ ବ୍ୟୁରୋ: ବିଶ୍ୱକପ୍ ହକି ଯେତିକି ପାଖେଇ ଆସୁଛି ହକି ପ୍ରେମୀଙ୍କ ମଧ୍ୟରେ ଉକ୍ରଣ୍ଠା ସେତିକି ବଢ଼ିବାରେ ଲାଗିଛି । ଖେଳର ଏହି ଉତ୍ସାହ ଭିତରେ ଖେଳପ୍ରେମୀ, ଖେଳାଳିଙ୍କ ରୁଚି ସଂପର୍କରେ ଜାଣିବାକୁ ଚେଷ୍ଟା କରିବା ସ୍ୱାଭାବିକ୍ । କେଉଁ ଦେଶର ଖେଳାଳି କେଉଁଠି ରହୁଛନ୍ତି, ଆମ ଦେଶର କେଉଁ…

ସ୍ତ୍ରୀ ସାଜନ୍ତି ପ୍ରେମିକା, ଫେସବୁକରେ ଯୁବକଙ୍କୁ ବାନ୍ଧନ୍ତି ପ୍ରେମଫାଶରେ ! ସ୍ୱାମୀ ରଚିଥାନ୍ତି ଲୁଟର ଷଡଯନ୍ତ୍ର,…

କନକ ବ୍ୟୁରୋ : ପୁରୀରୁ ଆସିଛି ଏକ ଚାଂଚଲ୍ୟକର ଘଟଣା । ଶୁଣିଲେ ବିଶ୍ୱାସ କରିହେବନି ଯେ ସୋସିଆଲ ମିଡିଆରେ ବି ହୋଇପାରେ ଏପରି ଲୁଟ ଷଡଯନ୍ତ୍ର । ପୁରୀରେ ବଂଟି-ବବଲିଙ୍କ ଏହି କାହାଣୀ ଶୁଣିଲେ ଆପଣଙ୍କ ହୋସ ଉଡିଯିବ । ପ୍ରଥମେ ଫେସବୁକରେ ଯୁବକଙ୍କ ସହ ପ୍ରେମ ସମ୍ପର୍କ । ଆଉ ଥରେ ପ୍ରେମରେ…

ଖାରବେଳଙ୍କ ଉପରେ ଆକ୍ରମଣ: ରାୟଗଡା କାଶୀପୁରରେ ସଭା କରୁଥିବା ବେଳେ ମୁହଁକୁ ମାଡ଼ ମାରିଲେ ଯୁବକ, ରାଜନୈତିକ ମହଲରେ…

କନକ ବ୍ୟୁରୋ: ପୁଣି ସଭା ମଂଚରେ ଖାରବେଳ ସ୍ୱାଇଁଙ୍କୁ ଆକ୍ରମଣ । ଉତ୍କଳ ଭାରତ ମୁଖ୍ୟ ଖାରବେଳ ସ୍ୱାଇଁଙ୍କୁ ରାୟଗଡା କାଶିପୁରରେ ଆୟୋଜିତ ଓଡିଶା ଭାଗ୍ୟ ପରିବର୍ତ୍ତନ ସଭାରେ ଆକ୍ରମଣ କରାଯାଇଛି । ଖାରବେଳ ସଭାରେ ବସିଥିବା ବେଳେ ଜଣେ ଯୁବକ ତାଙ୍କ ସହ ଯୁକ୍ତିତର୍କ କରିଥିଲେ । ଏଠାକୁ କାହିଁକି…

ଦୁର୍ବଳ ହେଉଛି କୋଣାର୍କ ସ୍ଥିତି ! ସାମାନ୍ୟ ଭୂମିକମ୍ପ ହେଲେ ଭୁଶୁଡ଼ିବା ଆଶଙ୍କା ।

କନକ ବ୍ୟୁରୋ : ସଂକଟରେ ବ୍ଳାକ୍ ପାଗୋଡା । କୋଣାର୍କରୁ କାରୁକାର୍ଯ୍ୟପୂର୍ଣ୍ଣ ମୁର୍ତି ଗାଏବ୍ ହେବା ନେଇ ଚାଲିଥିବା ବିବାଦ ଥମିନଥିବା ବେଳେ ଓଡ଼ିଶାର ଏହି ବିଶ୍ୱ ଐତିହ୍ୟ ନେଇ ସାମ୍ନାକୁ ଆସିଛି ଏକ ଗୁରୁତ୍ୱପୂର୍ଣ୍ଣ ଖବର । ଭୂମିକମ୍ପ ହେଲେ ଭୁଶୁଡି ଯାଇପାରେ କୋଣାର୍କ ମନ୍ଦିର । ଏଭଳି ଆଶଙ୍କା…

ଗେରୁଆମୟ ହେଲା ଅଯୋଧ୍ୟା ! ଆଜି ସମ୍ମିଳନୀ, କାଲି ଧର୍ମ ସଂସଦ ।

କନକ ବ୍ୟୁରୋ : ପୁଣି ଅଯୋଧ୍ୟାରେ ତେଜିଲା ରାମ ମନ୍ଦିର ନିର୍ମାଣ ଦାବି । ଦଳବଳ ନେଇ ଆଜି ଅଯୋଧ୍ୟରେ ପହଂଚିଛନ୍ତି ଶିବ ସେନା ମୁଖ୍ୟ ଉଦ୍ଧବ ଠାକରେ । ଆଶୀର୍ବାଦ ସମ୍ମିଳନୀରେ ସାମିଲ ହେବା ସହ ସରଜୁ ନଦୀରେ ରାମ ମନ୍ଦିର ନିର୍ମାଣ କାମନା କରି ଆଳତି କରିଛନ୍ତି । ଏସବୁ ଭିତରେ ପୁଣି ଆସନ୍ତାକାଲି…