ବାତ୍ୟା ତିତଲିର କ୍ଷୟକ୍ଷତି ନେଇ ନବୀନଙ୍କ ସହ କଥା ହେଲେ ମୋଦି! ସମସ୍ତ ସହାୟତା ଯେଗାଇଦେବାକୁ ପ୍ରତିଶ୍ରୁତି
କନକ ବ୍ୟୁରୋ : ବାତ୍ୟା ତିତଲିର କ୍ଷୟକ୍ଷତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଫୋନରେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡିଶାରେ ବାତ୍ୟା କଣ ପ୍ରଭାବ ପକାଇଛି , ସେନେଇ ନବୀନଙ୍କୁ ଫୋନରେ ପଚାରି ବୁଝିଛନ୍ତି ମୋଦି । ଏଥିସହ ଓଡିଶାକୁ ସମସ୍ତ ପ୍ରକାରର ସହାୟତା…