Monthly Archives

July 2018

ଧରମ ଭାଇର ଅଧର୍ମୀ ରୂପ, ମାତ୍ର ୨ ଲକ୍ଷ ଟଙ୍କା ପାଇଁ! ଦୁଇ ଜଣଙ୍କୁ ହତ୍ୟା କଲେ, ଜଣକୁ ଦୁଷ୍କର୍ମ କଲେ

କନକ ବ୍ୟୁରୋ : ଜଣେ ଅପରାଧୀ ଚାରି ଅପରାଧ । ଭଦ୍ରକରେ ଦୁଇ ଦୁଇଟି ହତ୍ୟା ଓ ଧର୍ଷଣ ଘଟଣା ସାରା ରାଜ୍ୟରେ ଚାଂଚଲ୍ୟ ଖେଳାଇ ଦେଇଥିବା ବେଳେ ଆଜି ପୋଲିସ ଘଟଣା ଉପରୁ ପରଦା ହଟାଇଛି । ଟଙ୍କା ପାଇଁ ଅପରାଧୀ, ବାପା-ମାଆଙ୍କୁ ହତ୍ୟା କରିବା ପରେ ଝିଅକୁ ଦୁଷ୍କର୍ମ କରିଥିଲା । ଏବଂ ପରେ ଟଙ୍କା…

‘ରାମାୟଣ’ର ସୀତା ଏବେ ଦିଶୁଛନ୍ତି କିଭଳି ?

କନକ ବ୍ୟୁରୋ: ପ୍ରଯୋଜକ ରମାନନ୍ଦ ସାଗରଙ୍କ ୮୦ ଦଶକରେ ଟେଲିଭିଜନରେ ପ୍ରସାରିତ ହୋଇଥିବା ପୌରାଣିକ ନାଟକ ‘ରାମାୟଣ’ ସାରା ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲା । ଆଉ ଏହି ନାଟକର ଚରିତ୍ରରେ ଅଭିନୟ କରିଥିବା କଳାକାରଙ୍କୁ ବେଶ୍ ଆଦରିଥିଲେ ଦର୍ଶକ । କେବଳ ଭାରତରେ ନୁହେଁ ସାରା…

ନିଖୋଜ ବାପାକୁ ଖୋଜୁଛି ପୁଅ । ପୋଲିସର ଅଭିଯୋଗ ପରେ ମଧ୍ୟ ମିଳୁନି ପତ୍ତା, ସୂଚନା ଦେବାକୁ ପରିବାର ଲୋକଙ୍କ ନିବେଦନ

କନକ ବ୍ୟୁରୋ : ବାପାକୁ ଖୋଜୁଛି ପୁଅ । ଭୁବନେଶ୍ୱର ସହିଦ ନଗରରେ ରହୁଥିବା କୈଳାସ ରାମ ସରାଫ ନାମକ ଜଣେ ବ୍ୟକ୍ତି ନିଖୋଜ ହୋଇଯାଇଛନ୍ତି । ତାଙ୍କ ପୁଅ ଜନି କୁମାର ଏହି ସୂଚନା ଦେଇଛନ୍ତି । ସହିଦ ନଗରରେ ଥିବା ଏକ ଦୋକାନ ନିକଟରେ ଗତ ୨୭ ତାରିଖରେ ପରିଶ୍ରା କରିବାକୁ ଯାଇ ଆଉ ଫେରିନଥିଲେ । ଏନେଇ…

ଟ୍ରାଫିକ ଉଲ୍ଲଂଘନକାରୀଙ୍କ ପାଇଁ ରାସ୍ତାକୁ ଓହ୍ଲାଇଲେ ଗଣେଶ । ହେଲମେଟ ପିନ୍ଧାଇଲେ , ସଚେତନ କଲେ

ଦିନକୁ ଦିନ ଟ୍ରାଫିକ ସମସ୍ୟା ଦେଶରେ ବଢିବାରେ ଲାଗିଛି । ଲୋକମାନଙ୍କ ଭିତରେ ଟ୍ରାଫିକ୍ ସଚେତନତା ସୃଷ୍ଟି କରିବା ନେଇ ବେଙ୍ଗାଲୁର ପୁଲିସ୍ ଗୋଟିଏ ପରେ ଗୋଟିଏ ନିଆରା ଢଙ୍ଗ ଆପଣେଇବାରେ ଲାଗିଛି। ନିକଟ ଅତୀତରେ ଯମରାଜଙ୍କ ବେଶ, ତା’ପରେ ଶାହାରୁଖ ଖାନଙ୍କ ସିଗ୍ନେଚର୍ ପୋଜକୁ ବ୍ୟବହାର କରି…

ଦୁଇ ଦିନ ପରେ ମହାନଦୀରୁ ମିଳିଲା ଜଣଙ୍କର ପତ୍ତା ! ପାଣି ଭିତରୁ ଟ୍ରକ ଟାଣିବା ବେଳେ ଭାସିଲା ଡ୍ରାଇଭରଙ୍କ ମୃତଦେହ ।

କନକ ବ୍ୟୁରୋ : ଦୁଇ ଦିନ ପରେ ମହାନଦୀରୁ ମିଳିଲା ମୃତଦେହ । ପାଣିରେ ବୁଡିଥିବା ଟ୍ରକକୁ ଟାଣିବା ବେଳେ ମହାନଦୀରେ ଭାସିଲା ମୃତଦେହ । ତେବେ ମୃତକ ଜଣଙ୍କ ହେଉଛନ୍ତି ଟ୍ରକ ଡ୍ରାଇଭର ଅଜିତ ମଣ୍ଡଳ । ମୃତ ଅଜିତ୍ ପାରାଦୀପ ଉଦୟବଟ ଅଂଚଳର । ବର୍ଷା ଯୋଗୁଁ ଉଦ୍ଧାର କାମ ବାଧାପ୍ରାପ୍ତ ହୋଇଥିବା ବେଳେ…

ଆଗୁଆ ନିର୍ବାଚନ ଚର୍ଚ୍ଚାରେ ସାମୟିକ ବ୍ରେକ୍ । ୪ ଜାନୁୟାରୀରେ ଆସିବ ଚୂଡାନ୍ତ ଭୋଟର ତାଲିକା । ଆଗୁଆ ନିର୍ବାଚନକୁ…

କନକ ବ୍ୟୁରୋ: ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ । ଭୋଟର ତାଲିକା ସଂଶୋଧନ ନେଇ ତାରିଖ ହେଲା ଧାର୍ଯ୍ୟ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର । ଆସନ୍ତା ସେପ୍ଟେମ୍ବର ୧ ତାରିଖରେ ଭୋଟର ଚିଠା ତାଲିକା ପ୍ରକାଶ କରାଯିବ । ସେପ୍ଟେମ୍ବର ୧…