Monthly Archives

July 2018

ବାଟୋଇଙ୍କ ପାଇଁ ବିପଦ ରାଜପଥ ! ଜାତୀୟ ରାଜପଥରୁ ଧସୁଛି ମାଟି, ଲୋକ ଆତଙ୍କରେ ଥିବା ବେଳେ ଚୁପ୍ ବସିଛି ବିଭାଗ ।

କନକ ବ୍ୟୁରୋ : ପଥଚାରିଙ୍କ ପାଇଁ ବିପଦ ପାଲଟିଛି ଜାତୀୟ ରାଜପଥ । ସମ୍ବଲପୁର ସହରରୁ ବୁର୍ଲାକୁ ସଂଯୋଗ କରୁଥିବା ରାଜପଥ ଲକ୍ଷ୍ମୀ ଡୁଙ୍ଗୁରୀରୁ ବାରମ୍ବାର ମାଟି ଅତଡା ଓ ପଥର ଧସି ଯାତ୍ରୀଙ୍କ ପାଇଁ ବିପଦ ସୃଷ୍ଟି କରୁଛି । ଲୋକ ଆତଙ୍କରେ ଯିବା ଆସିବା କରୁଥିବା ବେଳେ ପ୍ରତିକାର କରିବ କରିବ କହି…

ସ୍ମାର୍ଟସିଟିର ବଡ ମଲ୍ ଆଗରେ ବଡ ଟ୍ରାଫିକ ସମସ୍ୟା । ନାକେଦମ ହେଉଛନ୍ତି ଲୋକେ, ୫ ମିନିଟ୍ ସ୍ଥାନରେ ଲାଗୁଛି ଅଧଘଣ୍ଟା ।

କନକ ବ୍ୟୁରୋ : ଭୁବନେଶ୍ୱର ରସୁଲଗଡ଼ ଶିଳ୍ପାଂଚଳ କଡ଼ରେ ନୂଆ କରି ଗଢ଼ିଉଠିଥିବା ରାଜ୍ୟର ସବୁଠାରୁ ବଡ଼ ମଲ୍- ଏସପ୍ଲାନେଡ୍ ୱାନ୍ ଚାରିକଡ଼ରେ ଟ୍ରାଫିକ୍ ସମସ୍ୟା ଉକ୍ରଟ ରୂପ ଧାରଣ କରିଛନ୍ତି । ଇଡକୋ ଓ ପୂର୍ତ ବିଭାଗ ପକ୍ଷରୁ ରାସ୍ତାକୁ ଚଉଡ଼ା କରାଯାଉନଥିବାରୁ ସନ୍ଧ୍ୟାରେ ପ୍ରବଳ ଭିଡ଼ ହେଉଛି । ଏକ…

ଭାରତର ଥିବା ଜେଲଗୁଡିକର ଅବସ୍ଥା ଭଲ ନଥିବା ହେତୁ ବିଦେଶରୁ ଆସିବାକୁ ଚାହୁଁନାହାନ୍ତି ମାଲ୍ୟା ! କହିଲେ ଏପରି ଜେଲରେ…

କେନକ ବ୍ୟୁରୋ : ଭାରତର ବ୍ୟାଙ୍କ ଗୁଡିକରୁ ପ୍ରଥମେ ଟଙ୍କା ଋଣ କରିଥିଲେ କିଙ୍ଗଫିସର ମାଲିକ ବିଜୟ ମାଲ୍ୟା । ପରେ ପରେ ଟଙ୍କାର ଅଭାବ ହେବାରୁ କୈାଣସି ବ୍ୟାଙ୍କର ଋଣ ପରିଶୋଧ କରିପାରିନଥିଲେ ମାଲ୍ୟା । ଏହାପରେ ବିଦେଶକୁ ଚାଲିଗଲେ । ହେଲେ ଭାରତର ବ୍ୟାଙ୍କ ଗୁଡିକ ନିଜର ଅର୍ଥ ଫେରସ୍ତ ପାଇଲେ…

ଏକତାର ପରିଚୟ ଦେଲେ ଗ୍ରାମବାସୀ : ୧୩ ବର୍ଷ ପରେବି ଶୁଣିଲାନି ପ୍ରଶାସନ, ଏକାଠି ହୋଇ ଗ୍ରାମବାସୀ କଲେ ରାସ୍ତା ନିର୍ମାଣ

କନକ ବ୍ୟୁରୋ: ଏକଜୁଟତା ଥିଲେ କୌଣସି ଅସମ୍ଭବ କାର୍ଯ୍ୟ ବି ସମ୍ଭବ ହୋଇପାରିବ । ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାର ଏକମ୍ବା ପଂଚାୟରେ । ୧୩ ବର୍ଷ ପର୍ଯ୍ୟନ୍ତ ଗାଁର ବିକାଶ ପାଇଁ ପ୍ରଶାସନ ଭରସାରେ ରହିଥିଲେ, କିନ୍ତୁ ପ୍ରଶାସନ ଅଣଦେଖା କରିବାରୁ ଏକତାର ପରିଚୟ…

ବସରେ ଛାତ୍ରୀଙ୍କୁ ଅସଦାଚରଣ କଣ୍ଡକ୍ଟରଙ୍କ ପାଇଁ ପଡିଲା ମହଙ୍ଗା ! କଣ୍ଡକ୍ଟରଙ୍କୁ ଯୁବତୀଙ୍କ ପରିବାର ସମେତ…

କନକ ବ୍ୟୁରୋ : ସାରା ରାଜ୍ୟରେ ଦୁଷ୍କର୍ମ ମାମଲା ବଢିବାରେ ଲାଗିଛି । କେବଳ ଓଡିଶାରେ ନୁହେଁ ବରଂ ସାରା ଦେଶରେ ଏପରି ମାମଲା ବଢିବାରେ ଲାଗିଛି । ବର୍ତ୍ତମାନ ସମୟରେ ଅନେସ୍ଥାନରେ ଯୁବତୀମାନଙ୍କୁ ଅଶ୍ଳୀଳ ଇଙ୍ଗିତ କରୁଥିବା ନେଇ ଥାନାରେ ଅଭିଯୋଗ ହେଉଛି । ତେଣୁ ସରକାର ଯୁବତୀମାନଙ୍କ ସୁରକ୍ଷାକୁ…

ଗୁଣ୍ଡିଚା ମନ୍ଦିରର ଯାଞ୍ଚ ରିପୋର୍ଟ ହାଇକୋର୍ଟରେ ଦାଖଲ କଲେ ଏଏସଆଇ : ମରାମତିର ଅଗ୍ରଗତିକୁ ଧ୍ୟାନ ଦେବା ପାଇଁ କହିଲେ…

କନକ ବ୍ୟୁରୋ : ଶ୍ରୀମନ୍ଦିରର ସୁରକ୍ଷାକୁ ନେଇ ହାଇକୋର୍ଟରେ ଅନେକ ସମୟରେ ମାମଲା ରୁଜୁ ହୋଇଛି । ଏପରିକି ପ୍ରତ୍ୟେକ ସମୟରେ କୋର୍ଟ ମନ୍ଦିରର ଅବସ୍ଥା ସମ୍ପର୍କରେ ଶୁଣାଣି କରିବା ସହ ଏଏସଆଇକୁ କୋର୍ଟରେ ହାଜର ହେବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହାରି ମଧ୍ୟରେ ଜୟବିଜୟ ଦ୍ୱାର…