Daily Archives

June 27, 2018

ଟପ୍ପରଙ୍କୁ ଟପ୍ପର ଦେଲେ ପରାମର୍ଶ ! କେମିତି ଜୀବନରେ ଆଗକୁ ବଢ଼ିବେ ତାର ଟିପ୍ସ ଦେଲେ ଓଡ଼ିଶାର ଆଇଏଏସ ଟପ୍ପର ଶୁଭଙ୍କର…

କନକ ବ୍ୟୁରୋ : ଜୀବନରେ ଉପଯୁକ୍ତ ସଫଳତା ନ ମିଳିଲେ ବି ଅଭିଜ୍ଞତା ହାସଲ ହୁଏ । ସଫଳତା ପାଇଁ ସଂପୂର୍ଣ୍ଣ ଉଦ୍ୟମ କଲା ବେଳେ ଏକଥା ଭୁଲିଯିବା ଉଚିତ ନୁହେଁ । ରାଜ୍ୟର ଯୁକ୍ତ ଦୁଇ କଳା ଓ ବାଣିଜ୍ୟରେ ଟପ୍ପର ଛାତ୍ରଛାତ୍ରୀଙ୍କୁ ଏହି ପରାମର୍ଶ ଦେଇଛନ୍ତି ଚଳିତ ବର୍ଷ ଓଡ଼ିଶାରୁ ଆଇଏଏସରେ ଟପ୍ପର…

ଦୀର୍ଘ ଦିନ ପରେ ନିରଂଜନ ଓ ଶ୍ରୀକାନ୍ତ ଭେଟାଭେଟି ! ଉଠିଲା ପ୍ରଶ୍ନ, ଯୋଡ଼ିହେବ କି ଫଟା ମନ?

କନକ ବ୍ୟୁରୋ : ନିର୍ବାଚନ ପାଖେଇ ଆସୁଥିବାରୁ କଂଗ୍ରେସକୁ ଏକାଠି କରିବାକୁ ଜୋରଦାର ଉଦ୍ୟମ ଆରମ୍ଭ କରି ଦେଇଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ । ପୂର୍ବ ମନୋମାଳିନ୍ୟକୁ ଭୁଲି ଦୀର୍ଘ ଦିନ ପରେ ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନାଙ୍କୁ ଭେଟିଛନ୍ତି ନିରଂଜନ । ଦୁହିଙ୍କ ମଧ୍ୟରେ ଭଲ…

ଫେରିଲା ମୌସୁମୀ ! ୧୬ଟି ଜିଲ୍ଲାରେ ପ୍ରବଳ ବର୍ଷିବ, ୨୯ ଯାଏଁ ନିସ୍ତାର ନାହିଁ

କନକ ବ୍ୟୁରୋ : ମୌସୁମୀ ବର୍ଷାରେ ଭିଜିଲା ସାରା ଓଡିଶା । ଉପକୂଳ ଓ ଉତର ଓଡିଶାରେ ଦୁଇ ଦିନ ଧରି ଲଗାଣ ବର୍ଷା ହୋଇଛି । ଏବେବି ଅନେକ ସ୍ଥାନରେ ଝିପ୍ ଝିପ୍ ବର୍ଷା ଲାଗି ରହିଛି । ବିଶେଷ କରି ୧୬ଟି ଜିଲ୍ଲାକୁ ସଂପୂର୍ଣ୍ଣ ଭାବେ ମୌସୁମୀ ଛୁଇଁଛି । ତେବେ ଲଗାଣ ବର୍ଷା ଯୋଗୁଁ ଅନେକ ସ୍ଥାନରେ ଘରେ…

ଏକକାଳୀନ ନିର୍ବାଚନ ନେଇ ମୋଦିଙ୍କ ପ୍ରସ୍ତାବକୁ ନବୀନଙ୍କ ସମର୍ଥନ ପରେ ଜୋରଧରିଲା ରାଜନୀତି! ଆପଣଙ୍କ ମତରେ ଏବେ…

କନକ ବ୍ୟୁରୋ : ମୋଦି ସରକାରଙ୍କ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ପ୍ରସ୍ତାବକୁ ନବୀନଙ୍କ ସମର୍ଥନ ପରେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ଏକାସଙ୍ଗେ ଲୋକସଭା ଓ ବିଧାନସଭା ନିର୍ବାଚନ ହେଲେ କାହାକୁ ଫାଇଦା ମିଳିବ ଏବଂ କାହାର କ୍ଷତିହେବ ତାକୁ ନେଇ ଚାଲିଛି ଜର୍ତମା । ୨୦୦୪ରୁ ଦୁଇଟିଯାକ ନିର୍ବାଚନ…

ରିୟଲ ଲାଇଫର ରିୟଲ ସୁପରମ୍ୟାନ୍ ମନୋଜ ! ଏପରି ଭାବରେ ବଞ୍ଚାଇଥାନ୍ତି ଲୋକମାନଙ୍କର ଜୀବନ ।

ହଲିଉଡ ସିନେମା ଜଗତରେ ସ୍ପାଇଡର ମ୍ୟାନ, ଆଇରନ ମ୍ୟାନ ଏବଂ ସୁପର ମ୍ୟାନ ଭଳି ବିଭିନ୍ନ ଆକ୍ସନ ମୁଭି ଦେଖିବାକୁ ମିଳିଥାଏ । ହଲିଉଡରେ ସୁୁପର ମ୍ୟାନକୁ ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି ଭାବରେ ଜଣାଯାଇଥାଏ । ସୁପର ମ୍ୟାନ ପାଖରେ ଏପରି ଶକ୍ତି ଥାଏ, ଯାହା ଶେଷ ମୁହୁର୍ତ୍ତରେ ଲୋକମାନଙ୍କୁ ଆସି…