ହାଇଦ୍ରାବାଦ ଟେଷ୍ଟରେ ୫୦୦ ରନ ଟପିଲା ଭାରତ : ଦ୍ୱିଶତକ ସହ ବିରାଟ କୋହଲିଙ୍କ ଆଉ ଏକ ମାଇଲଖୁଂଟ

23

କନକ ବ୍ୟୁରୋ : ହାଇଦ୍ରାବାଦ ଟେଷ୍ଟରେ ଭାରତ ୫୦୦ ରନ ଟପିଛି । ବାଲାଂଦେଶୀ ବୋଲରଙ୍କ ବିରୋଧରେ ଦେଖିବାକୁ ମିଳିଛି ଟିମ୍ ଇଣ୍ଡିଆର ବ୍ୟାଟିଂ ଚମକ । ଦ୍ୱିଶତକ ସହ ବିରାଟ କୋହଲିଙ୍କ ଆଉ ଏକ ମାଇଲଖୁଂଟ ତିଆରି କରିଛନ୍ତି । ଲଗାତର ୪ ସିରିଜରେ ଦ୍ୱିଶତକ ହାସଲ କରିବାରେ କୋହଲି ହେଉଛନ୍ତି ପ୍ରଥମ ବ୍ୟାଟ୍ସମ୍ୟାନ । ଦ୍ୱିଶତକ ହାସଲ କରି ୨୦୪ ରନରେ କୋହଲି ଆଉଟ ହୋଇଛନ୍ତି ।