ଅର୍ଥ ଅଭାବରୁ ସେଂଟମେରୀ ସ୍କୁଲରେ ଛାତ୍ରୀଙ୍କ ସାର୍ଟିଫିକେଟ ବନ୍ଧା ପଡିବା ଘଟଣା । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ତତ୍ପରତା, ସାର୍ଟିଫିକେଟ ଫେରାଇବାକୁ ସ୍କୁଲ କର୍ତୃପକ୍ଷଙ୍କୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

88