ହଷ୍ଟେଲ ଛାଡିଲେ ଛାତ୍ରୀ ! ମୋହନା ସରକାରୀ ବିଦ୍ୟାଳୟ ଛାତ୍ରୀ ନିବାସରେ ୱାର୍ଡେନଙ୍କ ନିର୍ଯାତନା ଅଭିଯୋଗ

36

କନକ ବ୍ୟୁରୋ: ଆଦିବାସୀ ଛାତ୍ରୀଙ୍କୁ ନିର୍ଯାତନା । ଭୟରେ ହଷ୍ଟେଲ ଛାଡି ପଳାଇଲେ ୬୪ ଜଣ ଛାତ୍ରୀ ।ମୋହନା ସରକାରୀ ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ୱାର୍ଡେନଙ୍କ ନିର୍ଯାତନା ସହିନପାରି ହଷ୍ଟେଲ ଛାଡିଥିବା କହିଛନ୍ତି ଛାତ୍ରୀ ।

ୱାର୍ଡେନଙ୍କୁ ହଠାଇବା ଦାବିରେ ଏକାଠି ହୋଇଛନ୍ତି ଅଭିଭାବକ । ହଷ୍ଟେଲ ସମୁଖ ବ୍ରହ୍ମପୁର – ରାୟଗଡା ରାସ୍ତାକୁ ଅବରୋଧ କରିଛନ୍ତି । ସରସ୍ୱତୀ ପୂଜା ଦିନ ୱାର୍ଡେନଙ୍କ ସହ ଛାତ୍ରୀଙ୍କ ବିବାଦ ହୋଇଥିଲା ।

ଏହା ସହ ଦେଖନ୍ତୁ ଏହି ଭିଡିଓ-