ପୁରୀ : ଅସ୍ତରଙ୍ଗରେ ଧୂଳିଝଡ଼, ପାଖାପାଖି ଶହେ କିଲୋମିଟର ବେଗରେ ପବନ ବହିବା ସହ ପ୍ରବଳ ବର୍ଷା

23

କନକ ବ୍ୟୁରୋ: ପୁରୀ ଜିଲ୍ଲା ଅସ୍ତରଙ୍ଗରେ ପ୍ରବଳ ଧୂଳିଝଡ ହୋଇଛି । ଆଜି ସକାଳ ୭ଟା ସୁଦ୍ଧା ହଠାତ୍ କଳାହାଣ୍ଡିଆ ମେଘ ସହ ଆରମ୍ଭ ହୋଇଯାଇଥିଲା ପବନ । ପାଖାପାଖି ଶହେ କିଲୋମିଟର ବେଗରେ ପବନ ବହିବା ସହ ପ୍ରବଳ ବର୍ଷା ହୋଇଛି । ସମଦ୍ରଆଡୁ ମାଡିଥିବା ପବନ ପୁରା ଅସ୍ତରଙ୍ଗକୁ ଧୂଳି ଚାଦରରେ ଆଛାଦିତ କରିଦେଇଥିଲା । ପ୍ରାୟ ଘଂଟାଏ ଧରି ଏଭଳି ତାଣ୍ଡବ ଚାଲିଥିଲା । ଏବେ ବି ଅସ୍ତରଙ୍ଗରେ ବର୍ଷା ଜାରି ରହିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –