ଆଇପିଏଲରେ ଆଜି ଦୁଇଟି ମ୍ୟାଚ୍ : କୋଲକାତା-ଦିଲ୍ଲୀ, ପଂଜାବ-ହାଇଦ୍ରାବାଦର ମୁକାବିଲା

18

କନକ ବ୍ୟୁରୋ : ଆଇପିଏଲରେ ଆଜି ଦୁଇଟି ମ୍ୟାଚ୍ ଖେଳାଯିବ । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ କୋଲକାତା ନାଇଟ୍ ରାଇଡର୍ସ ଏବଂ ଦିଲ୍ଲୀ ଡେୟାର ଡେଭିଲ୍ସ । କୋଲକାତାରେ ଅପରାହ୍ନ ୪ଟାରେ ଏହି ମ୍ୟାଚ୍ ଖେଳାଯିବ । ସେହିପରି ଦ୍ୱିତୀୟ ମ୍ୟାଚରେ କିଂଗ୍ସ ଇଲେଭେନ୍ ପଂଜାବକୁ ଭେଟିବ ସନରାଇଜର୍ସ ହାଇଦ୍ରାବାଦ । ମୋହାଲିରେ ରାତି ୮ଟାରେ ଖେଳାଯିବ ଏହି ମ୍ୟାଚ୍ ।