ଓଡିଶା ଲୋକସଭା ଆସନକୁ ନେଇ ‘ଇଣ୍ଡିଆଟିଭି’ର ପୂର୍ବାନୁମାନ:ବିଜେଡିକୁ ମିଳିବ ୪ରୁ୬ ସିଟ ।

2,055

କନକବ୍ୟୁରୋ:ଓଡିଶା ଲୋକସଭା ଆସନକୁ ନେଇ ଇଣ୍ଡିଆ ଟିଭିର ପୂର୍ବାନୁମାନ । ବିଜେପିକୁ ୧୫ରୁ ୧୭ ଆସନ ମିଳିବା ନେଇ ଆକଳନ । ବିଜେଡିକୁ ୪ରୁ ୬ ଆସନ ମିଳିବା ନେଇ ପୂର୍ବାନୁମାନ । ସେହିପରି କଂଗ୍ରେସକୁ ମିଳିପାରେ ୦ରୁ ୧ ଆସନ । ସେହିପରି ଏନଡିଏ ମେଣ୍ଟକୁ ୩୭୧ ଆସନ ମିଳିବା ନେଇ ଆକଳନ ହୋଇଥିବାବେଳେ ଇଣ୍ଡିଆ ମେଣ୍ଟକୁ ୧୨୫ ଆସନ ମିଳିବା ଆକଳନ । ଅନ୍ୟ ଦଳକୁ ୪୭ ଆସନ ମିଳିବା ସମ୍ଭାବନା ।ସେହିପରି ଟିଭି-୫ ତେଲୁଗୁର ଜନମତ ସର୍ଭେ  ଏନଡିଏ ମେଣ୍ଟକୁ ୩୫୯ ଆସନ ମିଳିବା ଆକଳନ , ଇଣ୍ଡିଆ ମେଣ୍ଟକୁ ୧୫୪ ଆସନ ମିଳିବା ସମ୍ଭାବନା । ଅନ୍ୟ ଦଳକୁ ୩୦ ଆସନ ମିଳିବା ସମ୍ଭାବନା ।