ବରମୁଣ୍ଡା ବସଷ୍ଟାଣ୍ଡରେ ଉତ୍ତେଜନା । ଆନ୍ଦୋଳନକୁ ଓହ୍ଲାଇଲା ଡ୍ରାଇଭର ସଂଘ ।

436

କନକ ବ୍ୟୁରୋ: ବରମୁଣ୍ଡା ବସଷ୍ଟାଣ୍ଡରେ ଉତେଜନା । ବସ୍ଷ୍ଟାଣ୍ଡରେ ନୂଆ ନିୟମ ଲାଗୁ ନେଇ ବିରୋଧ । ଆନ୍ଦୋଳନକୁ ଓହ୍ଲାଇଲା ଡ୍ରାଇଭର ସଂଘ । ନିୟମ ନଜଣାଇ ଡ୍ରାଇଭର ଓ କଣ୍ଡକ୍ଟରକୁ ମାଡ ମାରିିବାରୁ ପ୍ରତିବାଦ କରି ଧାରଣା । ବସ ଆସିବା ବାଟରେ ଧାରଣାରେ ବସିଛନ୍ତି ବସ୍ ଡ୍ରାଇଭର ସଂଘ । ଏବେ ବରମୁଣ୍ଡା ନୂଆ ବସ ଷ୍ଟାଣ୍ଡ ଭିତରକୁ ବସ୍ ଯିବା ବନ୍ଦ ଅଛି । ସମାଧାନ ନହେବା ଯାଏଁ ଗାଡି ଚଳାଚଳ ବନ୍ଦ କରିବାକୁ ଭୁବନେଶ୍ୱନ ପରିବହନ କର୍ମଚାରୀ ସଂଘ ଚେତାବନୀ ଦେଇଛି ।