କନକ ବ୍ୟୁରୋ : କମେଂଟମରାକୁ କେନ୍ଦ୍ର କରି ଅନୁଗୋଳରେ ଉତ୍ତେଜନା । ଦୁଇ ସାହି ମଧ୍ୟରେ ଗୋଷ୍ଠୀ ସଂଘର୍ଷ । ଅନୁଗୋଳର ହୁଲୁରୁସିଂହା ଓ ହରିଜନ ସାହି ମଧ୍ୟରେ ଢ଼େଲା ପଥର ମାଡ ।
Kanak News is now on WhatsApp
Join and get latest news updates delivered to you via WhatsApp
ତେବେ ଘଟଣାକୁ ନେଇ ଉତ୍ତକ୍ତ୍ୟ ଲୋକ ସମ୍ବଲପୁର ଅନୁଗୋଳ ଜାତୀୟ ରାଜପଥ ଅବରୋଧ କରିଥିଲେ । ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିବାବେଳେ ଗାଁରେ ପୋଲିସର ଫ୍ଲାଗ୍ ମାର୍ଚ୍ଚ ମଧ୍ୟ କରାଯାଇଛି । ଏହି ଘଟଣାରେ ହରଜନ ସାହିର ବହୁ ଯୁବକଙ୍କୁ ଗିରଫ କରିଛି ପୋଲିସ ।
ଏହା ସହ ଦେଖନ୍ତୁ ଏହି ଭିଡିଓ-