ତାରା ପ୍ରସାଦ ବାହିନୀପତିଙ୍କ ମିଛ ଫେସବୁକ୍ ଆକାଂଉଟ ଘଟଣା : ପ୍ରତିକ୍ରିୟା ରଖିଛନ୍ତି ତାରା ବାହିନୀପତି

26

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟସଚେତକ ତାରା ପ୍ରସାଦ ବାହିନୀ ପତିଙ୍କ ମିଛ ଫେସବୁକ୍ ଆକାଂଉଟ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ତାରା ବାହିନୀପତି । କହିଲେ ମୋ ବିରୋଧରେ ଚକ୍ରାନ୍ତ କରାଯାଇଛି । ମିଛ ଫେସବୁକ୍ ଆକାଂଉଟ ଜରିଆରେ ମୋ ରାଜନୈତିକ ଜୀବନକୁ କଳଙ୍କିତ କରିବା ପାଇଁ ଚକ୍ରାନ୍ତ କରାଯାଉଛି । ଏବଂ ସେ କେବେ ନବୀନ ବାବୁ କି କୌଣସି ମହିଳାଙ୍କୁ ଗାଳିଗୁଲଜ କରିନଥିବା କହିଛନ୍ତି । ଏହି ଘଟଣାକୁ ନେଇ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରତିକ୍ରିୟା ଦେଖନ୍ତୁ ଏହି ଭିଡିଓରେ :