ଗୁଗୁଲ ଗର୍ଲଙ୍କ ମୁହଁରେ ଗ୍ଲୋବ୍ : ଇଣ୍ଡିଆନ୍ ବୁକ୍ ଅଫ ରେକର୍ଡସରେ ସ୍ଥାନ ପାଇଲେ ମେଘାଳୀ ମାଳବିକା

39

କନକ ବ୍ୟୁରୋ : ଓଡିଶାର ଗୁଗୁଲ ଗର୍ଲ । ଅନର୍ଗଳ ଭାବେ କହୁଛନ୍ତି ହଜାରେ ସହର, ନଦୀ ଆଉ ତାର ଭୌଗୋଳିକ ସ୍ଥିତି । ଯାହା ତାଙ୍କୁ ଦେଇଛି ଇଣ୍ଡିଆନ୍ ବୁକ୍ ଅଫ ରେକର୍ଡସରେ ସ୍ଥାନ । ଦେଖନ୍ତୁ ଗୁଗୁଲ ଗର୍ଲ ମେଘାଳୀ ମାଳବିକାଙ୍କ ଆଶ୍ଚର୍ଯ୍ୟ କଲାଭଳି ପ୍ରତିଭା ।