ନିଜ ମୋବାଇଲ ନମ୍ବର ଏବଂ ବାଲାନ୍ସ ଚେକ୍ କରିବେ କିପରି? ଗୋଟିଏ କ୍ଲିକରେ ଜାଣନ୍ତୁ ସବୁ କଂପାନୀର କୋଡ

86

ଅଧିକାଂଶ ଲୋକେ ନିଜେ ବ୍ୟବହାର କରୁଥିବା ମୋବାଇଲ ନମ୍ବରକୁ ବି ମନେ ରଖିପାରନ୍ତି ନାହିଁ । ଅନେକ ସମୟରେ ଦୁଇ ଦୁଇଟି ଲେଖାଏଁ ମୋବାଇଲ ନମ୍ବର ବ୍ୟବହାର କରିବା କାରଣରୁ ଏହାକୁ ନମ୍ବରଗୁଡିକୁ ମନେ ରଖିବା ଏତେ ସହଜ ହୋଇନପାରେ । ଏଭଳି ପରିସ୍ଥିତିରେ ରିଚାର୍ଜ କରିବା ସମୟରେ ଅନେକ ଅସୁବିଧାର ସମ୍ମୁଖୀନ ମଧ୍ୟ ହେବାକୁ ପଡିଥାଏ । ଏଥିସହିତ ହିଁ ଅନେକ ସମୟରେ ବାଲାନ୍ସ ଚେକ୍ କରିବାକୁ ମଧ୍ୟ ଅସୁବିଧାର ସାମ୍ନା କରିବାକୁ ପଡିଥାଏ । ତେଣୁ ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଆଜି ଆମେ ଆପଣଙ୍କୁ ଏୟାରଟେଲ, ଆଇଡିଆ ଏବଂ ଭୋଡାଫୋନ ସମେତ ସମସ୍ତ ମୋବାଇଲ କଂପାନୀମାନଙ୍କର ୟୁଏସଏସଡି କୋଡ ସଂପର୍କରେ ବି ଜଣାଇବୁ , ଯାହାକୁ ଡାଏଲ କରି ଆପଣ ଆପଣଙ୍କର ମୋବାଇଲ ନମ୍ବର ଏବଂ ବାଲାନ୍ସ ଚେକ୍ କରିପାରିବେ ।

ଏୟାରଟେଲ ବାଲାନ୍ସ- *123#

ନିଜ ମୋବାଇଲ ନମ୍ବର-*121*1# या *121*9# या *282#

ଆଇଡିଆ ବାଲାନ୍ସ-*212#

ନିଜ ମୋବାଇଲ ନମ୍ବର-*131*1#

ଭୋଡାଫୋନ ବାଲାନ୍ସ-*141#

ନିଜ ମୋବାଇଲ ନମ୍ବର-*111*2#

ବିଏସଏନଏଲ ବାଲାନ୍ସ- *123#

ନିଜ ମୋବାଇଲ ନମ୍ବର- *222# या *888# या *1# या *785# या *555# 

ଏୟାରସେଲ ବାଲାନ୍ସ-*111#

ନିଜ ମୋବାଇଲ ନମ୍ବର-*234*4#