ବିଧାନସଭା ବାହାରେ କଂଗ୍ରେସ ଓ ବିଜେପି ଅନୁସୂଚିତ ଜାତି ଓ ଜନଜାତି ବିଧାୟକଙ୍କ ଧାରଣା

32

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବିଧାନସଭା ବାହାରେ କଂଗ୍ରେସ ଓ ବିଜେପି ଅନୁସୂଚିତ ଜାତି ଓ ଜନଜାତି ବିଧାୟକଙ୍କ ଧାରଣା । ମେଡିକାଲ ଓ ଇଂଜିନିୟରିଂ ପାଠ୍ୟକ୍ରମରେ ଏସସିଏସଟି ଛାତ୍ରଛାତ୍ରୀଙ୍କ ପାଇଁ ୩୮ ପ୍ରତିଶତ ସ୍ଥାନ ସଂରକ୍ଷଣ ଦାବିରେ ବିଧାୟକ ମାନେ ଧାରଣାରେ ବସିଛନ୍ତିା ଓଆରଭି ଆକ୍ଟ ଅନୁସାରେ ଜନସଂଖ୍ୟା ଆଧାରରେ ସ୍ଥାନ ସଂରକ୍ଷଣ ଲାଗୁ କରିବାକୁ ସେମାନେ ଦାବି କରିଛନ୍ତି ।