କନକ ବ୍ୟୁରୋ: ପୁଣି ନିଜ ଦାବି ନେଇ ପୋଷ୍ଟର ମାରିଛନ୍ତି ସେବାୟତ । ଶ୍ରୀମନ୍ଦିର ଚାରିପଟେ ପୋଷ୍ଟର ମାରିଛନ୍ତି ସେବାୟତମାନେ । ତେବେ ନିଳାଦ୍ରୀ ବିଜେ ବେଳେ ରଥ ଉପରେ ସେବାୟତଙ୍କ ପରିବାର ଦର୍ଶନ ପାଇଁ ଦାବି କରି ଏହି ପୋଷ୍ଟର ମରାଯାଇଛି । ସେବାୟତଙ୍କ ପରିବାର ରଥାରୁଢ ଠାକୁରଙ୍କୁ ଦର୍ଶନ କରିବାର ଅଧିକାରକୁ ଅକ୍ଷୁର୍ଣ୍ଣ ରଖିବାକୁ ଆହ୍ୱାନ କରିଛି ଶ୍ରୀଜଗନ୍ନାଥ ସେବାୟତ ସମ୍ମିଳନୀ । ଏକଜୁଟ ହୋଇ ପ୍ରଶାସନକୁ ଦାବି ରଖିବାକୁ ଆହ୍ୱାନ ଦିଆଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଏହା ସହ ଦେଖନ୍ତୁ ଏହି ଭିଡିଓ –