ମଣ୍ଡି ଖୋଲିବା ଦାବିରେ ରାସ୍ତାରୋକ ! ଧାନବସ୍ତା ରଖି ଜୟପାଟଣା-ଭବାନୀପାଟଣା ରାସ୍ତା ଅବରୋଧ କଲେ ଚାଷୀ

25

କନକ ବ୍ୟୁରୋ : ମଣ୍ଡି ଖୋଲିବା ଦାବିରେ ରାସ୍ତାରୋକ । ରାସ୍ତାରେ ଧାନବସ୍ତା ରଖି ଜୟପାଟଣା-ଭବାନୀପାଟଣା ରାସ୍ତା ଅବରୋଧ କରିଛନ୍ତି ଚାଷୀ । କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକର କଲମ ନଦି ବ୍ରିଜ ଉପରେ ଆଖପାଖର ଶତାଧିକ ଚାଷୀ ଧାନବସ୍ତା ରଖି ରାସ୍ତା ଅବରୋଧ କରିଛନ୍ତି । ଧାନମଣ୍ଡିର ଖୋଲି ଧାନ କିଣା କିଣିବା ପାଇଁ ଚାଷୀ ଦାବି କରିଛନ୍ତି ।