ରିଓରେ ପୁଣି ଉଡିଲା ତ୍ରିରଙ୍ଗା : ପାରାଲିମ୍ପିକ୍ସରେ ରୌପ୍ୟ ପଦକ ଜିତି ଇତିହାସ ରଚିଲେ ଦୀପା ମଲ୍ଲିକ୍

29

deepa_1473682615-800ରିଓରେ ପୁଣି ଉଡିଲା ତ୍ରିରଙ୍ଗା । ସଟଫୁଟରେ ରୌପ୍ୟ ପଦକ ଜିତି ଇତିହାସ ରଚିଲେ ଦୀପା ମଲ୍ଲିକ୍ । ପାରାଲିମ୍ପିକ୍ସରେ ପ୍ରଥମ ଭାରତୀୟ ମହିଳା ଭାବରେ ପଦକ ଜିତି ସେ ଏହି ଗୌରବ ଅର୍ଜନ କରିଛନ୍ତି । ପଦକ ଜିତିବା ପରେ ତାଙ୍କ ନିକଟକୁ ସାରା ଦେଶରୁ ଶୁଭେଚ୍ଛା ସୁଅ ଛୁଟିଛି । ଦୀପାଙ୍କ ଏହି ବିଜୟ ପରେ ହରିୟାନା ସରକାର ତାଙ୍କୁ ୪କୋଟି ଟଙ୍କା ପୁରସ୍କାର ଦେବାକୁ ଘୋଷଣା କରିଛି । ଦୀପାଙ୍କୁ ମିଶାଇ ପାରା ଅଲିମ୍ପିକ୍ସରେ ଭାରତ ୩ଟି ପଦକ ଜିତିଛି ।