ପାରାଳାଖେମୁଣ୍ଡି : ପାରାଳାଖେମୁଣ୍ଡି ରାଜାଙ୍କ ମ୍ୟାନେଜର ସମେତ ତାଙ୍କ ପରିବାରର ୩ ଜଣଙ୍କ ଆତ୍ମହତ୍ୟା ଘଟଣାରେ ତନାଘନା ଆରମ୍ଭ କରିଛି ସାଇଂଟିଫିକ୍ ଟିମ୍ । ମୃତକ ମ୍ୟାନେଜରଙ୍କ ଘରେ ପହଂଚି ସାଇଂଟିଫିକ୍ ଟିମ୍ ଛାନଭିନ ଚଳାଇଛି । ଏହାସହ ଘଟଣାସ୍ଥଳରୁ ଏକ ଡାଏରୀ ଜବତ୍ କରାଯାଇଛି ।