ୱେବସାଇଟରେ ଓଟିଇଟି ପରୀକ୍ଷା ଓଏମଆର କପି : ଅନଲାଇନରେ ଯାଞ୍ଚ କରିହେବ ମୂଲ୍ୟାୟନ

265

କନକ ବ୍ୟୁରୋ : ୱେବସାଇଟରେ ଓଟିଇଟି ପରୀକ୍ଷା ଓଏମଆର କପି । ଅନଲାଇନରେ ମୂଲ୍ୟାୟନ ଯାଞ୍ଚ କରିହେବ । ତେବେ ଯାଞ୍ଚ ପାଇଁ ରୋଲ ନଂ ଓ ମୋବାଇଲ ନଂ ଦେବାକୁ ପଡିବ । ୧୨ ସେପ୍ଟେମ୍ବର ଯାଏଁ ଓଏମଆର କପି ଯାଞ୍ଚ କରିହେବ । ୱେବସାଇଟ – www.bseodisha.ac.in ।