ନୂଆ ନୁହେଁ ନିଯୁକ୍ତି ବିବାଦ : ନୂଆ ସେନା ମୁଖ୍ୟଙ୍କ ନାଁକୁ ନେଇ ବିବାଦ

17

କନକ ବ୍ୟୁରୋ : ବିଭିନ୍ନ ଆନୁଷ୍ଠାନିକ ମୁଖ୍ୟଙ୍କ ନିଯୁକ୍ତିକୁ ନେଇ ବାରମ୍ବାର ବିବାଦ ସୃଷ୍ଟି କରୁଛନ୍ତି ମୋଦି ସରକାର । ଭିଜିଲାନ୍ସ ମୁଖ୍ୟ, ପ୍ରବର୍ତନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକଙ୍କ ନିଯୁକ୍ତି ନେଇ ବିବାଦ ଉଠିଥିଲା । ସୁପ୍ରିମକୋର୍ଟର ନୂଆ ମୁଖ୍ୟ ବିଚାରପତିଙ୍କୁ ନେଇ ବିଜ୍ଞପ୍ତି ପ୍ରକାଶ କରିନାହାନ୍ତି ।

ଆଉ ଏବେ ଦୁଇ ବରିଷ୍ଠ ଅଧିକାରୀଙ୍କୁ ବାଦ ଦେଇ ନୂଆ ସେନା ମୁଖ୍ୟ ଭାବେ ଜେନେରାଲ ବିପିନ ରାୱତଙ୍କ ନାଁକୁ ଚୂଡାନ୍ତ କରିଛନ୍ତି । ତେଣୁ ମୋଦି ସରକାରଙ୍କୁ କାଠଗଡାରେ ଛିଡା କରିଛନ୍ତି ବିରୋଧୀ କଂଗ୍ରେସ ଓ ବାମଦଳ ।

ଦେଖନ୍ତୁ ଏହି ଭିଡିଓ –