ଲଡୁକେଶ୍ୱର ପ୍ରାଥମିକ ବିଦ୍ୟାଳୟରେ ଅଘଟଣ : ମୋବାଇଲ ବ୍ୟାଟେରି ବିସ୍ଫୋରଣରେ ୩ ଛାତ୍ର ଆହତ

31

କନକ ବ୍ୟୁରୋ : ନୟାଗଡ ଜିଲ୍ଲା ଲଡୁକେଶ୍ୱର ପ୍ରାଥମିକ ବିଦ୍ୟାଳୟରେ ଅଘଟଣ । ମୋବାଇଲ ବ୍ୟାଟେରି ବିସ୍ଫୋରଣରେ ୩ ଜଣ ଛାତ୍ର ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨ ଜଣଙ୍କୁ ନୟାଗଡ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ଖେଳଛୁଟିରେ ମୋବାଇଲ ବ୍ୟାଟେରି  ସହ ପିଲାମାନେ ଖେଳୁଥିଲେ । ଏହି ସମୟରେ ବ୍ୟାଟେରି  ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ଏହା ସହ ଦେଖନ୍ତୁ ଏହି ଭିଡିଓ :