ମାଲକାନଗିରି ମୁଣ୍ଡିଗୁଡା ଗାଁରେ ଅଭାବନୀୟ ଘଟଣା : ଗୋଟିଏ ଘରୁ ମିଳିଲା ପରିବାରର ୩ ସଦସ୍ୟଙ୍କ ମୃତଦେହ

48

ମାଲକାନଗିରି : ମାଲକାନଗିରିରେ ଗୋଟିଏ ଘରୁ ମିଳିଲା ପରିବାରର ୩ ସଦସ୍ୟଙ୍କ ମୃତଦେହ । ମୃତକ ହେଲେ ବାପା, ମା ଝିଅ । ଘରୁ ଝଲନ୍ତା ଅବସ୍ଥାରେ ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । କୋରକୋଣ୍ଡା ବ୍ଲକ ମୁଣ୍ଡିଗୁଡା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ତେବେ ମୃତ୍ୟୁର କାରଣ ବର୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ ।ପୁଲିସ ଘଟଣା ସ୍ଥଳରେ ପହଁଚି ଛାନଭିନ୍ ଆରମ୍ଭ କରିଛି ।