କନକ ବ୍ୟୁରୋ : ପାଣି ଗରାଏ ପାଇଁ ରାତି ଅନିଦ୍ରା । ପାଣି ପାଇଁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି କେନ୍ଦୁଝର ଝୁମ୍ପୁରାବ୍ଲକ ପୋଡାସିମିଳା ଗାଁ ଲୋକେ । ନଳକୂପରୁ ଗୋଟିଏ ଘଂଟାରେ ବାହାରେ ଗୋଟିଏ ଗରା ପାଣି । ପୋଡାସିମିଳା ଗାଁର ୬୦ଟି ପରିବାର ଏହି ନଳକୂପ ଉପରେ ନିର୍ଭର କରନ୍ତି । ପାଣି ସମସ୍ୟା ଯୋଗୁୁଁ ମଧ୍ୟରାତ୍ରରେ ଗାଁ ଲୋକେ ଉଜାଗର ହୋଇ ପାଣି ନେଉଥିବା ଦେଖିବାକୁ ମିଳିଛି ।
Kanak News is now on WhatsApp
Join and get latest news updates delivered to you via WhatsApp