କନକ ବ୍ୟୁରୋ : ବିଜମରା ମଣ୍ଡିରେ ଅନିୟମିତତା ଅଭିଯୋଗ । କଳାହାଣ୍ଡିରେ ରାଜରାସ୍ତାକୁ ଓହ୍ଲାଇଲେ ଶତାଧିକ ଚାଷୀ । ମଣ୍ଡିରେ ଧାନ କ୍ୱିଂଟାଲ ପିଚ୍ଛା ୧୨ କିଲୋ କାଟିବାକୁ ବିରୋଧ କରି ଚାଷୀ ଏହି ପଦକ୍ଷେପ ନେଇଛନ୍ତି । ଜିଲ୍ଲା କଲମପୁର ବ୍ଲକର ବିଜମରାରେ ଶତାଧିକ ଚାଷୀ ଏହା ବିରୋଧରେ ରାସ୍ତା ଅବରୋଧ କରିଛନ୍ତି । ଫଳରେ ବିଜମରା-ଜୟପାଟଣା ରାସ୍ତା ମଧ୍ୟରେ ଗାଡି ଚଳାଚଳ ଠପ୍ ହୋଇଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଏହା ସହ ଦେଖନ୍ତୁ ଏହି ଭିଡିଓ –