ରଦ୍ଦ ହେଲା ଜେଇ ସିଭିଲ୍ ମେନ୍ ପରୀକ୍ଷା । ପରୀକ୍ଷା ରଦ୍ଦ ହେବା ନେଇ ଓଏସଏସସି ପକ୍ଷରୁ ସୂଚନା 

261

କନକ ବ୍ୟୁରୋ: ରଦ୍ଦ ହେଲା ଜେଇ ସିଭିଲ୍ ମେନ୍ ପରୀକ୍ଷା । ଓଡିଶା ଷ୍ଟାଫ୍ ସିଲେକ୍ସନ କମିଶନ ଜେଇ ସିଭିଲ୍ ମେନ୍ ପରୀକ୍ଷାକୁ ରଦ୍ଦ କରିଛି । ଗତ ୧୬ ତାରିଖରେ ହେଇଥିବା ଲିଖିତ ପରୀକ୍ଷାକୁ ରଦ୍ଦ କରିଦିଆଯାଇଛି । ଏଥିସହ ଆସନ୍ତା ସେପ୍ଟେମ୍ବର ୩ ତାରିଖରେ ପୁଣିଥରେ ପରୀକ୍ଷା ହେବ ବୋଲି ସୂଚନା ଦିଆଯାଇଛି । ତେବେ ବାଲେଶ୍ୱର ଏସପିଙ୍କ ରିପୋର୍ଟ ଅନୁସାରେ ଏହି ପରୀକ୍ଷା ରଦ୍ଦ ନେଇ ସୂଚନା ମିଳିଛି ।