ଚାମ୍ପିୟନ୍ସ ଟ୍ରଫି ସେମିଫାଇନାଲରେ ଭାରତ : ଦକ୍ଷିଣ ଆଫ୍ରିକା ବିରୋଧରେ ଭାରତର ବିଜୟ

25

କନକ ବ୍ୟୁରୋ : ଓଭାଲରେ ଭାରତ ଦକ୍ଷିଣ ଆଫ୍ରିକା ବିରୋଧରେ ସହଜ ବିଜୟ ହାସଲ କରିଛି । ୮ ୱିକେଟରେ ଦକ୍ଷିଣ ଆଫ୍ରିକାକୁ ହରେଇ ଚମ୍ପିୟନ୍ସ ଟ୍ରଫିର ସେମିଫାଇନାଲରେ ପ୍ରବେଶ କରିଛି । ଭାରତ ଆଗରେ ଥିଲା ୧୯୨ ରନ୍ ର ଲକ୍ଷ୍ୟ । ଅଧିନାୟକ ବିରାଟ୍ କୋହଲିଙ୍କ (ନଟ୍ ଆଉଟ୍ ) ୭୬ ରନ୍ ଓ ଶିଖର ଧାୱନଙ୍କ ୭୮ ରନ୍ ଜରିଆରେ ଭାରତ ଏହି ମ୍ୟାଚରେ ବିଜୟୀ ହୋଇଛି ।