ସରିଲା ହକି ବିଶ୍ୱକପ ୨୦୧୮, ମନେ ରଖିଲା ପୁରା ଓଡିଶା । ଫଟୋରେ ଫଟୋରେ ଦେଖନ୍ତୁ ପୁରା ବିଶ୍ୱକପ୍ ।

491

ହକି ବିଶ୍ୱକପ୍ ୨୦୧୮ ।
ବିଶ୍ୱକପ ଟ୍ରଫି ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଭୁବନେଶ୍ୱର କେଦାରଗୌରୀ ମନ୍ଦିରରେ ବିଶ୍ୱକପ୍ ଏବଂ ୧୬ଟି ଦେଶର ଅଧିନାୟକଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ହକି ବିଶ୍ୱକପ୍ ୨୦୧୮ ମାସ୍କଟ୍ ଓଲି ।
ଭୁବନେଶ୍ୱରରେ ହକି ଫିବର୍ ।

ହକି ବିଶ୍ୱକପ୍ ପାଇଁ ସଜେଇ ହୋଇଛି ଭୁବନେଶ୍ୱର ।
ହକି ମୁଡରେ ମୁଖ୍ୟମନ୍ତ୍ରୀ ।
ବିଶ୍ୱକପ୍ ପାଇଁ ଟିକେଟ୍ କିଣିଲେ ନବୀନ ।

ନବ ବଧୂ ରୂପରେ କଳିଙ୍ଗ ଷ୍ଟାଡିୟମ୍ ।

ହକି ବିଶ୍ୱକପ୍ ୨୦୧୮ ଉଦଘାଟନୀ ସମାରୋହ ପାଇଁ ସଜେଇ ହୋଇଛି କଳିଙ୍ଗ ଷ୍ଟାଡିୟମ୍ ।

ରଙ୍ଗାରଙ୍ଗ ଆଲୁଅରେ ଝଲସୁଛି କଳିଙ୍ଗ ଷ୍ଟାଡିୟମ୍ ।

ହକି ବିଶ୍ୱକପ୍ ୨୦୧୮ର ଶୁଭାରମ୍ଭ ।
ଉଦଘାଟନୀ ଉତ୍ସବରେ ବଲିଉଡର କିଙ୍ଗ ଖାନ୍ ଖାହରୁଖ ଖାନ୍ ।

ମଞ୍ଚ ଉପରେ ୧୬ଟି ଦେଶର ଅଧିନାୟକଙ୍କ ସହ ଶାହରୁଖ୍ ।
ଉଦଘାଟନୀ ଉତ୍ସବରେ ବଲିଉଡର ଧକ୍ ଧକ୍ ଗାର୍ଲ ମାଧୁରୀଙ୍କ ଜଲୱା ।
ଉଦଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସହ ୧୬ଟି ଦେଶର ଅଧିନାୟକ ଏବଂ ଶାହରୁଖ ଖାନ୍ ।

ଉଦଘାଟନୀ ସମାରୋହରେ ରେହମାନଙ୍କ ଜଲୱା ।
କଟକ ବାରବାଟୀ ଷ୍ଟାଡିୟମରେ ବଲିଉଡର ଭାଇଜାନ୍ ସଲମାନ୍ ଖାନ୍ ।
ମୁଖ୍ୟମନ୍ତ୍ରୀଙ୍କ ସହ ସଲମାନ ଓ ରେହମାନ୍ ।

ମ୍ୟାଚ୍ ପାଇଁ ପ୍ରସ୍ତୁତ ହକି ଷ୍ଟାଡିୟମ୍ ।
କଳିଙ୍ଗ ଷ୍ଟାଡିୟମରେ ହକି କ୍ରେଜ୍ ! ହକି ପ୍ରେମରେ ଦର୍ଶକ ମୁଗ୍ଧ ।

ମ୍ୟାଚ୍ ପୂର୍ବରୁ ଭାରତୀୟ ହକି ଦଳର ଅଭ୍ୟାସ ।
ଜାତୀୟ ସଙ୍ଗୀତ ସମୟର ଦୃଶ୍ୟ ।

ଗୋଲ ପରେ ଉଲ୍ଲସିତ ଭାରତୀୟ ହକି ଦଳ ।
ପେନାଲଟି ସୁଟଆଉଟରେ ଭାରତୀୟ ଟିମ୍ ।

ଷ୍ଟାଡିୟମରେ ହକି ପ୍ରେମୀ ।
କୁନି ହକି ପ୍ରଶଂସକ ।
ତ୍ରିରଙ୍ଗାରେ ସଜେଇ ହୋଇଛନ୍ତି ଜଣେ ହକି ପ୍ରେମୀ ।

ଆକ୍ସନ ମୁଡରେ ଭାରତୀୟ ହକି ଦଳର ଅଧିନାୟକ ମନପ୍ରିତ୍ ସିଂହ ।
ଫ୍ୟାନ୍ ପାର୍କରେ ପାକିସ୍ତାନ ଟିମ୍ ।
ଫ୍ୟାନ ପାର୍କରେ ଟିମ୍ ପାକିସ୍ତାନର ମସ୍ତି ।

ହକି ଫ୍ୟାନ୍ ପାର୍କରେ ଟିମ୍ ଇଣ୍ଡିଆ ।
ଭାରତୀୟ ଦଳ ।

କଳିଙ୍ଗ ଷ୍ଟାଡିୟମରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଅନୀଲ କୁମ୍ବଲେ ।
ପତ୍ନୀଙ୍କ ସହ ଅନୀଲ କୁମ୍ବଲେ ।
ମ୍ୟାଚ ପରେ ଷ୍ଟାଡିୟମରେ ଭାରତୀୟ ଦଳ ।
କଳିଙ୍ଗ ଷ୍ଟାଡିୟମରେ ଭାରତୀୟ ଦଳର ମସ୍ତି ।

ହକି ବିଶ୍ୱକପ ୨୦୧୮ରେ ଟିମ୍ ଇଣ୍ଡିଆ ।

ଷ୍ଟାଡିୟମରେ ଫ୍ରାନ୍ସ ଟିମର ସେଲଫି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବିଶ୍ୱକପ ମ୍ୟାଚର ମଜା ନେଉଛନ୍ତି ଭାରତୀୟ ଦଳର ପୂର୍ବତନ ଖେଳାଳୀ ବିରେନ୍ଦ୍ର ସେହୱାଗ ।
ସୁନ୍ଦରଗଡରେ ମଧ୍ୟ ହକି କ୍ରେଜ୍ ।
ଗୋଲ୍ ଦେବା ପରେ ଓଡିଆ ପୁଅ ଅମିତ ରୋହି ଦାସ ।
ଫ୍ୟାନ ପାର୍କର ଦୃଶ୍ୟ ।
ଷ୍ଟାଡିୟମରେ ହକି ପ୍ରେମୀ ।
ଫ୍ୟାନ୍ ପାର୍କରେ ମାସ୍କଟ ଓଲି ।

ଟିମ୍ ଇଣ୍ଡିଆ ।
କାନାଡା ବନାମ ନେଦରଲାଣ୍ଡ ।
ହକି ବିଶ୍ୱକପରୁ ବିଦା ନେବା ପରେ ନିରାଶ ଟିମ୍ ଇଣ୍ଡିଆ ।
ନିରାଶ ଭାରତୀୟ ଦଳର ଖେଳାଳୀ ।

ଫାଇନାଲ ମ୍ୟାଚ ପାଇଁ ବାଲୁକାକଳା ।
କଳିଙ୍ଗ ଷ୍ଟାଡିୟମରେ ସଚିନ୍ ତେନ୍ଦୁଲକର ।
କଳିଙ୍ଗ ଷ୍ଟାଡିୟମରେ ସଚିନଙ୍କ ସେଲଫି ।

ହକି ବିଶ୍ୱକପ ୨୦୧୮ ବ୍ରୋଞ୍ଜ ପଦକ ବିଜେତା ଟିମ୍ ଅଷ୍ଟ୍ରେଲିଆ ।
ଫାଇନାଲ ମ୍ୟାଚରେ ବେଲଜିୟମ୍-ନେଦରଲାଣ୍ଡ କଡା ଟକ୍କର ।
ବିଜୟ ପରେ ଉଲ୍ଲସିତ ବେଲଜିୟମ୍ ଦଳ ।

ଫାଇନାଲ ମ୍ୟାଚ ହାରିବା ପରେ ରନର୍ସ ଅପ୍ ନେଦରଲାଣ୍ଡ ଟିମ୍ ।

ବେଲଜିୟମର ବିଜୟ ଉତ୍ସବ ।

ବିଶ୍ୱବିଜେତା ବେଲଜିୟମ୍ । କଳିଙ୍ଗ ଷ୍ଟାଡିୟମରେ ଇତିହାସ ରଚିଲା ଟିମ୍ ବେଲଜିୟମ୍ ।
ଟ୍ରଫି ସହ ବେଲଜିୟମ୍ ।