ସମ୍ ଅଗ୍ନିକାଣ୍ଡ ଘଟଣା : ଇସ୍ତଫା ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ

50

କନକ ବ୍ୟୁରୋ : ସମ୍ ଅଗ୍ନିକାଣ୍ଡ ଘଟଣା । ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କ ଇସ୍ତଫା । ଇସ୍ତଫା ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ । ସମ୍ ଅଗ୍ନିକାଣ୍ଡ ଘଟଣାରେ ବିବାଦରେ ଥିଲେ ଅତନୁ ସବ୍ୟସାଚୀ । ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ।