ଛେଳି ବେପାରୀଙ୍କୁ ହତ୍ୟା ମାମଲା, ୭ ଅଭିଯୁକ୍ତ ଗିରଫ : ୨ ଟି ଦେଶୀ ପିସ୍ତଲ୍ , ୬ ଟି ଅଫୁଟା ଗୁଳି ଜବତ

287

କନକ ବ୍ୟୁରୋ : ଛେଳି ବେପାରୀଙ୍କୁ ହତ୍ୟା ମାମଲା । ହତ୍ୟା ମାମଲାରେ ୭ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଏଥି ସହିତ ୨ଟି ଦେଶୀ ପିସ୍ତଲ, ୬ଟି ଅଫୁଟା ଗୁଳି ଜବତ ହୋଇଛି । ଖାଲି ସେତିକି ନୁହେଁ ନଗଦ ଟଙ୍କା, ଭୁଜାଲି ଓ ୨ଟି ବାଇକ ଜବତ କରାଯାଇଛି । ୧୩ ତାରିଖରେ ୧୦ ଲକ୍ଷ ଟଙ୍କା ଲୁଟ୍ କରିଥିଲେ । ଲୁଟ କରିବା ସହ ଅଭିଯୁକ୍ତ ହତ୍ୟା କରିଥିଲେ ।