କନକ ବ୍ୟୁରୋ: ଢେଙ୍କାନାଳ କାମାକ୍ଷାନଗର ଭୁବନ ବ୍ଲକ କଙ୍ଗେଳ ଗାଁରେ ଭୟାବହ ଅଗ୍ନିକାଣ୍ଡ । ୧୦ ବଖରା ଘର ନିଆଁ ଲାଗି ସଂପୂର୍ଣ୍ଣ ଜଳିଯାଇଛି । ଦମକଳ ବାହିନୀ ଘଟଣା ସ୍ଥଳରେ ପହଚିଂ ନିଆଁକୁ ଆୟତ କରିଛି । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସଂପତି ପୋଡି ନଷ୍ଟ ହୋଇଯାଇଛି । ତେବେ ସର୍ଟ ସର୍କିଟ କାରଣରୁ ଏଭଳି ଅଗ୍ନିକାଣ୍ଡ ଘଟିଛି ବୋଲି ଜଣାପଡିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଏହା ସହ ଦେଖନ୍ତୁ ଏହି ଭିଡିଓ –