କନକ ବ୍ୟୁରୋ : ଭାରତର ରାଜଧାନୀ ଦିଲ୍ଲୀରେ ଥିବା ସବୁଠାରୁ ବଡ଼ ଡାକ୍ତରଖାନା ଏମ୍ସରେ ନିଆଁ ଲାଗିଥିବା ନେଇ ସୂଚନା ମିଳିଛି । ସର୍ଟ ସର୍କିଟ କାରଣରୁ ନିଆଁ ଲାଗିଥିବା ବେଳେ ଡାକ୍ତରଖାନାର ପ୍ରଥମ ଓ ଦ୍ୱିତୀୟ ମହଲାରେ ନିଆଁ ଲାଗିଥିବା ଜଣା ପଡ଼ିଛି । ଏମ୍ସର ଟିଚିଂ ବ୍ଲକ୍ରୁ ନିଆଁ ଲାଗିଥିବା ବେଳେ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ୩୪ଟି ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଆରମ୍ଭ କରିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
Delhi: 34 fire tenders present at All India Institute of Medical Sciences (AIIMS), after a fire broke out in PC block (a non-patient block) near the emergency ward on the 2nd floor. No causality reported till now. pic.twitter.com/XZ7GKcHxp7— ANI (@ANI) August 17, 2019
ତେବେ ଏ ପର୍ଯ୍ୟନ୍ତ କେହି ମୃତାହତ ହୋଇଥିବା ନେଇ ସୂଚନା ମିଳି ନାହିଁ । ନିଆଁ ଲାଗିବା ପରେ ଡାକ୍ତରଖାନାର ଜରୁରୀକାଳିନ ବିଭାଗ ବନ୍ଦ କରି ଦିଆଯାଇଛି ।